ଅଲିଉଡ ଏକ୍ଟର ଶ୍ରୀରାମ ପଣ୍ଡାଙ୍କ ଜୀବନୀ ଓ ପରିବାର ବିଷୟରେ କିଛି ଅଜଣା କଥା।

ପ୍ରାୟ ସମସ୍ତେ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ନାମୀ ଦାମୀ ଅଭିନେତା ଶ୍ରୀରାମ ପଣ୍ଡାଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ବହୁତ ସୁପରହିଟ୍ ଫିଲ୍ମ କରିଥିବା ଶ୍ରୀରାମ ପଣ୍ଡା ବର୍ତ୍ତମାନର କଣ କରୁଛନ୍ତି ଓ ତାଙ୍କ ପରିବାର ର ପରିସ୍ଥିତି କଣ, ଯାହା ଜାଣିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ।ଶ୍ରୀରାମ ପଣ୍ଡାଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାର ନବରଙ୍ଗପୁର ଗ୍ରାମରେ ହୋଇଥିଲା।ତାଙ୍କୁ ବର୍ତ୍ତମାନ ୬୬ ବର୍ଷ। ତାଙ୍କ ସ୍ତ୍ରୀଙ୍କ ନାଁ ତ୍ରିପୁରା ମିଶ୍ର, ଯିଏକି ଜଣେ କଳାକାର, ପ୍ରଯୋଜକ, ଏବଂ ଯୋଗ ଶିକ୍ଷୟିତ୍ରୀ ଥିଲେ।ଶ୍ରୀରାମ ପଣ୍ଡା ଙ୍କ ପ୍ରଥମ ଚଳଚ୍ଚିତ୍ରର ନାମ ହେଉଛି ଧରିତ୍ରୀ।ତାଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ଆସିଲା ଯାହାକି ସେ ଶ୍ରୀରାମ ପଣ୍ଡା ରୁ ହୋଇଗଲେ ସ୍ୱାମୀ ନିତ୍ୟା ଚୈତନ୍ୟ।

ପୃଥିବୀର ଯେ କୌଣସି ପ୍ରତ୍ୟେକ ଲୋକଙ୍କର ଏକ ଆତ୍ମସମ୍ମାନ ରହିଛି।ତାଙ୍କ ପ୍ରତି କିଏ ଯଦି ଖରାପ ଭାଷା କୁହେ କି ଖରାପ ବ୍ୟବହାର କରେ ତାହା ଆଦୌ ଗ୍ରହଣୀୟ ନୁହେଁ।ସମସ୍ତଙ୍କ ପ୍ରତି ସମାନ ବ୍ୟବହାର ଓ ସଂମ୍ମାନ କରିବା ଉଚିତ।ଯେବେ ବ ଉତେଜନା ଆସେ ତେବେ ସଂଗେ ସଂଗେ ନିଜକୁ ଆଧ୍ୟାତ୍ମିକ ଆଡକୁ ନେଇଯାଅ, ଏବଂ ଠାକୁର ଙ୍କ କଥା କିଛି ଭାବିବାକୁ ଲାଗ।ଆଧ୍ୟାତ୍ମିକ ପରିବେଶ ଆଡକୁ ନିଜକୁ ନେଇ ଯାଆନ୍ତୁ ଅର୍ଥାତ ଭଜନ ,କୀର୍ତ୍ତନ କରିବା, ନିଜକୁ ସମ୍ଭାଗ ଚିନ୍ତା କୁ ଦୂର କରିବାକୁ ପଡିବ।

ଆମେ ଯଦି ଦୁନିଆରେ କାହାକୁ ଭଲ ପାଇଥାଉ,ଆପଣାଇ ନେଇଥାଉ ତାକୁ ନିଜ ହୃଦୟରେ ସ୍ଥାନ ଦେଇ ତା ପାଇଁ ସବୁକିଛି କରିବା ପାଇଁ ପଛେଇ ନଥାଉ।ତାଙ୍କର ପ୍ରତେକ କ୍ଷେତ୍ରରେ ପ୍ରତେକ ଟି କ୍ଷଣରେ ଆମେ ତାଙ୍କ ପାଇଁ ଛିଡା ହୋଇଥାଉ।ସେହିପରି ସେ କହିଛନ୍ତି ତାଙ୍କର ଏକ ବହୁତ ବଡ଼ ପରିବାର ରହିଛି, ଯେଉଁଥିରେ ତାଙ୍କର ଅଗଣିତ ଫ୍ୟାନମାନେ ଏବଂ ତାଙ୍କର ସମର୍ଥକମାନେ।

ଶ୍ରୀରାମ ପଣ୍ଡା ବହୁତ ଆୱାର୍ଡ ପାଇଛନ୍ତି।ସେଥିମଧ୍ୟରୁ ଜୟଦେବ ଆୱାର୍ଡ ଅନ୍ୟତମ।ପୂର୍ବରୁ ଶ୍ରୀରାମ ପଣ୍ଡା ଙ୍କ ଅଭିନୟ ବହୁତ ଲୋକପ୍ରିୟ ଥିଲା।ସେ ଘରେ ଘରେ ପରିଚିତ ଥିଲେ।ସମସ୍ତେ ତାଙ୍କ ଅଭିନୟ ରେ ମୁଗ୍ଧ ହୋଇ ଯାଉଥିଲେ।ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଖ୍ୟାତିନାମା ଅଭିନେତା ଓ ଅତି ପ୍ରିୟ ପରିଚିତ ଥିଲେ ଶ୍ରୀରାମ ପଣ୍ଡା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.