ଚିଣ୍ଟୁ ଝିଅ ଦେଖିବାକୁ ଯାଇଥିଲା ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ।

ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ପପୁ ଗୋଟିଏ ଝିଅ ସହ ପାର୍କରେ ବସିଥିଲା , ପପୁ- କଣ ମୁଁ ପ୍ରଥମ ପୁଅ ଅଟେ କି ଯାହାପାଇଁ ତୁମେ ପାର୍କରେ ଆସିଛ ଝିଅ କହିଲା ଆରେ ୟାର୍ ତୁମେ ସବୁ ପୁଅ ଏହି ଗୋଟିଏ ପ୍ରଶ୍ନ ପଚାର।

୨) ଶିକ୍ଷକ- ପୁଅ ମାନିନିଅ, ଯଦି ଚୋର ପଛର କବାଟ ଦେଇ ଘରେ ପଶିଆସିଲେ ତେବେ ତୁମେ କଣ କରିବ,  ଛାତ୍ର- ଏମିତି ସ୍ଥିତିରେ ନମ୍ବର ପଛରୁ ଆରମ୍ଭ କରିଦେବି ପ୍ରଥମେ ୦୦୧ ରେ କଲ୍ କରିବି,  ଯାହାଦ୍ୱାରା ପୋଲିସ୍ ପଛପଟ କବାଟ ଦେଇପାସିବେ ଶିକ୍ଷକ ବେହୋସ୍ ।

୨) ଯେମିତି ଥଣ୍ତାର ଦିନ ଆସୁଛି , ସେମିତି ସକାଳ ସମୟରେ ବିଛଣାର ଗୁରୁତ୍ୱଆକର୍ଷଣ ବି ବଢିବାରେ ଲାଗିଛି ।

୪) ପପୁ ଗୋଟେ ଝିଅ ସହ ପାର୍କରେ ବସିଥିଲା , ପପୁ କହିଲା –କଣ ମୁଁ ପ୍ରଥମ ପୁଅ ଅଟେ ଯାହା ପାଇଁ ତୁମେ ପାର୍କରେ ଆସିଛ ଓ ପ୍ରେମ କଲ, ଝିଅ- ଆରେ ୟାର୍-ତୁମେ ସବୁ ପୁଅ ଗୋଟିଏ ପ୍ରକାରର ପ୍ରଶ୍ନ କରୁଛ !

୫) ମେଁ ନିକଲା ଗଡ୍ଡି ଲେକେ ସଡକ ପେ ଏକ ହୋଲ୍ ଆୟା, ମେଁ ସାରା ଜଗ୍ ଛୋଡ୍ ଆୟା ।

୬) ଗୋଟେ ଝିଅ ନିଜ ପକେଟ୍ ରେ ଆଇଫୋନ୍ ୧୦ ନେଇ ରାସ୍ତାରେ ଯାଉଥିଲା , ତେବେ ତାର ଗୋଡ ଖସିଲା ଓ ସେ ତଳେ ଗଳିପଡିଲା , କିଛି ଭାଙ୍ଗିବାର ଶବ୍ଦ ଆସିଲା ତେବେ ସେ ନିଜ ମନକୁ ଚାପି କହିଲା ଭଗବାନ କରନ୍ତୁ ହାଡ ଭାଙ୍ଗିଥାଉ ।

୭) ସେ ଦିନ ବି ଆଉ ଦୁରେ ନାହିଁ ଯେବେ ଆମକୁ ରାସ୍ତାରେ ବସରେ ପୋଷ୍ଟର୍ ଲାଗିଥିବାର ଦେଖିବାକୁ ମିଳିବ , ୧୫ ଦିନରେ ଫେସବୁକ୍, ହ୍ୱାଟ୍ସଆପ୍ ଛଡାନ୍ତୁ , ଅଭ୍ୟାସଗତ ବ୍ୟକ୍ତିଙ୍କୁ ଆମ ପାଖକୁ ଆଣନ୍ତୁ ଓ କିଛି ସମୟରେ ଛଡାନ୍ତୁ। ସବୁ ଶୁକ୍ରବାର ଓ ମଙ୍ଗଳବାର ।

୮) ଜଣେ ବ୍ୟକ୍ତି ଏକ ସୁନ୍ଦର ମହିଳାଙ୍କୁ ଦେଖିଲା , ସେ ବ୍ୟକ୍ତି ସେ ମହିଳାଙ୍କ ପାଖକୁ ଗଲା ଓ କହିଲା ମୋତେ ଆପଣଙ୍କୁ ବହୁତ ପ୍ରେମ ଅଛି ଓ ଆପଣଙ୍କ ସହ ଜୀବନ ଅତିବାହିତ୍ କରିବାକୁ ଚାହୁଁଛି, ଏବେ ମୁଁ ଜଣେ ସାଧାରଣ ବ୍ୟକ୍ତି ଅଛି କିନ୍ତୁ କିଛି ବର୍ଷ ପରେ ମୋର ବାପାଙ୍କ ଗମ୍ଭିର ଅବସ୍ଥାରେ ଅଛନ୍ତି , ତାଙ୍କର ଦେହାନ୍ତ ପରେ ୩୦୦ କୋଟିର ମାଲିକ ହୋଇଯିବି , ମହିଳା ଇମ୍ପ୍ରେସ୍ ହୋଇକରି ତାଙ୍କର ବିଜନେସ୍ କାର୍ଡ ମାଗିଲେ ଏକ ମାସ ପରେ ସେ ମହିଳା ସେହି ବ୍ୟକ୍ତିର ସଉତୁଣି ମା ହୋଇଗଲେ ।
୯) ସାଇକେଲ ବାଲା ଗୋଟେ ବୁଢା କୁ ଧକ୍କା ମାରିଦେଲା
ସାଇକଲ ବାଲା : ତୋ ବେଳା ଭଲ ଅଛି ପଳା ଏଠୁ
ବୁଢା – ତୁ ଶଳା ମତେ ଧକ୍କା ମାରିକି ନାଲି ଆଖି ଦେଖାଉଛୁ
ସାଇକେଲ ବାଲା ; ଦେଖ ମଉସା ଆଜି ମୋର ଛୁଟି ଅଛି ବୋଲି ମୁଁ ସାଇକେଲ ଚଲାଉଚି ନହଲେ ମୁଁ ଟ୍ରକ ଚଲାଏ।

୧୦) ଚିଣ୍ଟୁ ବାହାଘର ପାଇଁ ଝିଅ ଦେଖିବାକୁ ଯାଇଥିଲା,ତାକୁ ଜୋରେ ସୁସୁ ଲାଗୁଥିଲା ସେ ଧୀରେ ଧୀରେ ଯାଇ ଝିଅ କୁ କହିଲା
ଚିଣ୍ଟୁ : ସୁସୁ କରିବା ଜାଗା ଦେଖାଅ
ଝିଅ : ପ୍ରଥମେ ତମେ ଦେଖାଅ

ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.