ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ବହୁ ଚର୍ଚିତ ପରି ମୃତୁ ମାମଲାରେ ଏବେ ଏସଆଇଟି ୩ ଜଣଙ୍କୁ ଉଠାଇନେଇଛି ବର୍ତ୍ତମାନ ସମୟରେ ସବୁଠାରୁ ବଡ ଅପଡେଟ ରହିଛି ଏହିଖବର | ନୟାଗଡ ଯଦୁପୂର ଗାଁ ରୁ ଉଠାଇନେଲା ଏସଆଇଟି | ସେହି ୩ ଜଣ ହେଉଛନ୍ତି ସରୋଜ ସେଠି ଓ ତାଙ୍କ ମା ଓ ଭଉଣୀ ଙ୍କୁ ଏସଆଇଟି ଉଠାଇ ନେଇଛି |ପରି ମୃତ୍ୟୁ ମାମଲାରେ ଶୁଣାଣି ହେବା ପରେ ଡିସେମ୍ବର ୧୬ ତାରିଖରେ କୋର୍ଟ ରାୟ ଦେଇଥିଲେ | ପରବର୍ତୀ ରାୟ କୋର୍ଟ ଡିସେମ୍ବର ୨୬ ତାରିଖରେ ଶୁଣାଇବେ | ତେବେ ୧୬ ତାରିଖ ରେ ହୋଇଥିବା ପଦକ୍ଷେପ କୁ ଆଖି ଆଗରେ ରଖି ଏସ, ଆଇ, ଟି ଏହି ପଦକ୍ଷେପ ଉଠାଇଛି ଓ ଯଦୁପୁର ର ୩ ଜଣଙ୍କୁ ଉଠାଇ ନେଇଛି | ପରି ମୃତୁ ମାମଲାରେ ଅଧିକ ପଚାର ଉଚରା ପାଇଁ ଏହିପରି ସେମାନଙ୍କୁ ଉଠାଇ ନିୟା ଯାଇଛି |ପରି ମୃତୁ ମାମଲା ସମଗ୍ର ଓଡିଶା ଏବଂ ଭାରତ ବର୍ଷ ରେ ଲଜ୍ୟା ଜନକ ପରିସ୍ଥିତି ସୃଷ୍ଟି କରିଥିଲା ଏବଂ ବିରୋଧୀ ମାନେ ଏହାକୁ ସମ୍ପୂର୍ଣ ରୂପେ ପରିକୁ ନ୍ୟାୟ ଦେବାପାଇଁ ଲାଗିପଡିଥିଲେ |

ଆଜି ପରି ମୃତ୍ୟୁ ମାମଲାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି | ସମସ୍ତେ ଚାଁହୁଚନ୍ତି କୁନି ଝିଅ ପରି କୁ ନ୍ୟାୟ ମିଳୁ | ଯେ କେହି ବି ରାକ୍ଷସ ଏହିପରି କାମ କରିଛି ତାକୁ ଉଚିତ ଶାସ୍ତି ମିଳୁ | ଶାସ୍ତି ନ ମିଳିଲେ ଏହିପରି ଦୁର୍ନୀତି ବାରମ୍ବାର ଘଟୁଥିବ | ଏହିଭଳି ନର ରାକ୍ଷସ ମାନଙ୍କୁ ଅଧିକ ରୁ ଅଧିକ ଦୂରମମ ଭାବରେ ଶାସ୍ତି ଦେବା ଉଚିତ ବୋଲି ପ୍ରତିକ୍ରିୟାରେ ରଖା ଯାଇଛି | ତେବେ ଆଜି ସେହି କାର୍ଯ୍ୟ ର ପ୍ରଥମ ଆରମ୍ଭ ଏସ, ଆଇ, ଟି କରିଛି | ଏହି କାର୍ଯ୍ୟ ହେବାପରେ ଲାଗୁଚି କୁନି ଝିଅ ପରି ନିଶ୍ଚୟ ନ୍ୟାୟ ପାଇବ ଓ ତାର ପରିବାର ଯେଉଁ ଯନ୍ତ୍ରଣା ପାଉଛନ୍ତି ସେଥିରୁ ମୁକ୍ତି ପାଇବେ | ଝିଅକୁ ହରେଇବାର ଦୁଃଖ ପାଇଛନ୍ତି ଏବେ ଝିଅ କୁ ଯେ ମା କୋଳରୁ ଛଡାଇ ନେଇ ତାକୁ ଏପରି ଅବସ୍ଥା କରି ଫୋପାଡ଼ି ଦେଇଥିଲେ ସମସ୍ତେ ଆଶା କରୁଛନ୍ତି ତାଠୁ ବି କଡାଭାବରେ ସେହି ଅଭିଯୁକ୍ତ ଙ୍କୁ ଦଣ୍ଡ ମିଳିବ ଓ ପରି ନ୍ୟାୟ ପାଇବ।