କୋଉଯାଏ ପାଠ ପଢ଼ିଛନ୍ତି ସବୁ ସାଉଥ ଅଭିନେତ୍ରୀ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ଆପଣ ଜାଣନ୍ତି କି ସାଉଥ ରେ ଫିଲ୍ମ କେବଳ ସାଉଥ ରେ ନୁହେଁ ପୁରା ଭାରତ ବର୍ଷ ରେ ଫେମସ | ଏମିତି କି ସାଉଥ ରେ ହୋଇଥିବା ଫିଲ୍ମ ବିଶ୍ୱବାସି ମଧ୍ୟ ଦେଖିସାରିଲେଣି | ସାଉଥ ଫିଲ୍ମ ରେ ଅଭିନେତା ଓ ଅଭିନେତ୍ରୀ ଙ୍କର ଅଭିନୟ ରେ ଜବାବ ନାହିଁ | ଆଜି ଆମେ ଏହିପରି କିଛି ସାଉଥ କଳାକାର ଙ୍କ ପାଠ ପଢା ଓ ଯୋଗ୍ୟତା ବିଷୟରେ ଜାଣିବା | ସାମନ୍ତା ଅକେନି:ଜଣେ ସଫଳତମ ଅଭିନେତ୍ରୀ ସେ B.com କରିଛନ୍ତି ଓ ବେଶ ସଫଳତମ ବ୍ୟକ୍ତି ଭାବେ ପରିଚିତ ଅଛନ୍ତି |

ତମନା ଭାଟିୟା:ଜଣେ ଭଲ ଅଭିନେତ୍ରୀ ତାଙ୍କ ଶିକ୍ଷଗତ ଯୋଗ୍ୟତା BA ସେ ମଧ୍ୟ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ସାଉଥ ଏବଂ ହିନ୍ଦୀ ଚଳଚିତ୍ର ଜଗତରେ |ଅନୁଷ୍କା ସେଠି:ବାହୁବଳୀ ଫିଲ୍ମ ରେ ହିରୋଇନ ରୂପରେ କାମ କରିଥିଲେ | ତାଙ୍କର ଶିକ୍ଷାଗତ ଯୋଗ୍ୟତା BCA | କାଜଲ ଅଗ୍ରୱାଲ : ଜଣେ ସଫଳତମ ଅଭିନେତ୍ରୀ ହୋଇଥିବା ବେଳେ ସେ BOMMIAAM ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି | ଜେନିଲିଆ ଡ଼ିସୋଜା : ଅଭିନେତ୍ରୀ BMS ଯୋଗ୍ୟତା ହାସଲ କରିଛନ୍ତି ଶିକ୍ଷାରେ | ନୟନତାରା : ଅଭିନେତ୍ରୀ BA(English) ମଧ୍ୟରେ କରିଛନ୍ତି | ହଂସୀକା ମୋଟୱାଣି:ତାଙ୍କ ଶିକ୍ଷାଗତ ଯୋଗ୍ୟତା 10th ଯାଏ ହାସଲ କରିଛନ୍ତି |

ତ୍ରିସା କ୍ରିଷ୍ଣନ: ଏହି ଅଭିନେତ୍ରୀ ଜଣଙ୍କ BBA ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି | ଜ୍ୟୋତିକା: ଏହି ଅଭିନେତ୍ରୀ BSC ପର୍ଯ୍ୟନ୍ତ ଯୋଗ୍ୟତା ହାସଲ କରିଛନ୍ତି | ରକୁଳ ପ୍ରୀତ ସିଂ: BSC ପର୍ଯ୍ୟନ୍ତ ଶିକ୍ଷା ଅଧୟନ କରିଛନ୍ତି | ରାଶି କର୍ଣ୍ଣ : ଏହି ଅଭିନେତ୍ରୀ ଜଣଙ୍କ BA ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି | ରଶ୍ମିକା ମଣ୍ଡନା: ସାଉଥ ର ଜଣେ ଭଲ ଅଭିନେତ୍ରୀ ସେ ଗ୍ରାଜୁଏସନ ଯାଏ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି | ଲାବନ୍ୟା ତ୍ରିପାଠୀ: ଏହି ଅଭିନେତ୍ରୀ GIE ପର୍ଯ୍ୟନ୍ତ ଶିକ୍ଷା ଅଧୟନ କରିଛନ୍ତି | ଅନୁପମା ପରମେଶ୍ୱରନ: ଏହି ଅଭିନେତ୍ରୀ ଜଣଙ୍କ BA ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି | ନିତ୍ୟା ମିନୋଓ : ଏହି ଅଭିନେତ୍ରୀ ଙ୍କର ଶିକ୍ଷାଗତ ଯୋଗ୍ୟତା ଡ଼ିଗ୍ରୀ ପର୍ଯ୍ୟନ୍ତ ହାସଲ କରିଛନ୍ତି | ସାଇ ପଲବି: ଏହି ଅଭିନେତ୍ରୀ ଜଣଙ୍କ MBBS ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.