ଫିଟିଲା ୨୬ବର୍ଷର ଗୁମର,ସେଦିନ ରାତିରେ ହୋଇଥିଲା ଦିବ୍ୟାଭାରତୀଙ୍କ ସହ ଏମିତି

ଦିବ୍ୟାଭାରତୀ ବହୁତ ଛୋଟ ବୟସ ରୁ ସଫଳ ଅଭିନେତ୍ରୀ ଭାବେ ପରିଚିତ ଥିଲେ | ଅନେକ ଫିଲ୍ମ ରେ କାମ କରି ସୁନାମ ଅର୍ଜନ କରିଥିଲେ | ସେ ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହୋଇଥିଲେ କମ ବୟସ ରୁ | ଆଜିବି କେତେ ଲୋକ କୁହନ୍ତି ବିଦ୍ୟା ଭାରତୀ ଙ୍କ ଅଭିନୟ ର ଜବାବ ନାହିଁ | ତାଙ୍କୁ ଅନ୍ୟକଳାକାର ମାନେ ମଧ୍ୟ ବହୁତ ପସନ୍ଦ କରୁଥିଲେ | ବହୁତ ଲୋକ କହୁଥିଲେ ବିଦ୍ୟାଭାରତୀ ବଲିଉଡ ର ଜଣେ ଭଲ ଅଭିନେତ୍ରୀ ଥିଲେ | ସେ ବହୁତ କମ ବୟସ ରେ ଏ ଦୁନିଆ ଛାଡି ଦେଇଥିଲେ | ସେ ଯେଉଁ ସଫଳତା ହାସଲ କରିଥିଲେ ସେହି ସଫଳତା ଯେ କେହି ଚାହିଁବ ହାସଲ କରିପାରିବ ନାହିଁ | ତାହା ସମସ୍ତଙ୍କ ପକ୍ଷେ କଷ୍ଟସାଧ୍ୟ ଅଟେ | ଖୁବ କମ ବୟସ ରେ ସେ ମୃତୁ ବରଣ କରିଥିଲେ | ତାଙ୍କ ମୃତ୍ୟୁ ରହସ୍ୟ ଭିତରେ ରହିଯାଇଥିଲା |

ତାଙ୍କ ଫିଲ୍ମ ଲାଇନ ରେ ପ୍ରବେଶ ମାତ୍ର 14 ବର୍ଷ ବୟସ ରେ ହୋଇଥିଲା | ଏକ ବର୍ଷ ମଧ୍ୟରେ ହିଁ ସେ ଲୋକପ୍ରିୟତା ହାସଲ କରିଥିଲେ | ସେ ତାଙ୍କ କ୍ୟାରିଅର ରେ 12 ଟି ଫିଲ୍ମ କରିଥିଲେ | ସେ କମ ବୟସ ରେ ହିଁ ଖୁବ ସୁନ୍ଦର ଦିଶୁଥିଲେ ଓ ଫେମସ ହୋଇଯାଇଥିଲେ | ସେ ଦିୱାନା, ବଲୱାନ,ଦିଲ ହି ତୋ ଜୈଶି,ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି | ଦିବ୍ୟାଭାରତୀ ତାଙ୍କର ମୃତ୍ୟୁ ର କିଛି ଘଣ୍ଟା ପୂର୍ବରୁ ମୁମ୍ବାଇ ଏକ ଫ୍ଲାଟ ନେଇଥିଲେ | ସେହିଦିନ ଫିଲ୍ମ ସାରି ବିଦ୍ୟା ଭାରତୀ ଫେରିଥିଲେ | ତାଙ୍କ ପାଦ ରେ ଆଘାତ ଲାଗିଥିଲା | ସେ ସେତେବେଳେ ତାଙ୍କ ସ୍ୱାମୀ ଙ୍କ ସହ ଏପଟ୍ଟମେଣ୍ଟ ରେ ଥିଲେ | କିନ୍ତୁ ଅଚାନକ କଣ ହୋଇଥିଲା ସେ ଝରକା ରୁ ପଡି ଯାଇଥିଲେ | ତାଙ୍କ ଝରକା ରେ ଗ୍ରିଲ ଲାଗିନଥିଲା | ଯାହା କାରଣରୁ ତାଙ୍କ ମୃତୁ ଘଟିଥିଲା |

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।

Leave a Reply

Your email address will not be published.