କଣ ପରି କେସ ଲଢ଼ିବେ ନିର୍ଭୟା ଓକିଲ? ନ୍ୟାୟ ପାଇଁ ଗୋଟିଏ ସେୟାର୍ କରନ୍ତୁ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେପରି ପାଇଁ ଲଢ଼ିବେ ନିର୍ଭୟା ଙ୍କ ଓକିଲ, ସୋସିଆଲ ମିଡ଼ିଆ ରେ ଏବେ ପରୀ କୁ ନ୍ୟାୟ ଦେବାକୁ ନିର୍ଭୟା ଙ୍କ ଓକିଲ ଏହି କେସ ଲଢନ୍ତୁ ବୋଲି ଦାବି ଧରିଛି | ଏପରିକି ଏନେଇ ଢେଙ୍କାନାଳ ର ଯୁବ ଚେହେରା ସମ୍ବିତ ନନ୍ଦ ନିର୍ଭୟା ଓକିଲ ସୀମା ଙ୍କୁ ମଧ୍ୟ ଟ୍ୱିଟ କରି ଅନୁରୋଧ କରିଛନ୍ତି | ତେବେ ବର୍ତମାନ ସୁଦ୍ଧା ସୀମା କୌଣସି ଜବାବ ରଖିନାହାନ୍ତି |

କିଛିଦିନ ତଳେ ନିର୍ଭୟା ଙ୍କ ମା ଆଶା ଦେବୀ ଏହି ଘଟଣାରେ ପ୍ରତିକ୍ରିୟା ରଖି ରାଜ୍ୟ ସରକାର ଙ୍କୁ କଡା ସମାଲୋଚନା କରିଥିଲେ | ପରୀ କୁ ନ୍ୟାୟ ଦେବାକୁ ସିବିଆଇ ତଦନ୍ତ ଦାବି କରିଥିଲେ |

ଏହା ସହିତ ପରି ର ମା କୁ ସାହସ ଦେଇଥିଲେ। ସୂଚନା ଥାଉ କି ପରୀ ଘଟଣାରେ SIT ସରୋଜ ସେଠି ଙ୍କୁ ଗିରଫ କରିଛି ,SIT ତରଫରୁ କୁହାଯାଇଛି କି ସରୋଜ ହିଁ ପରୀ କୁ ଦୁଷ୍କର୍ମ କରି ହତ୍ୟା କରିଛି କିନ୍ତୁ ସରୋଜ ପରିବାର ଏବଂ ପରୀ ର ପରିବାର ଏହାକୁ ଗ୍ରହଣ କରିନାହାନ୍ତି |

ଘଟଣା କୁ ଚପାଇଦେବାକୁ ସରୋଜ ଙ୍କୁ କେବଳ ମୋହରା କରି ଫସାଇ ଦିଆଯାଇଛି ବୋଲି ଉଭୟ ପରିବାର ଅଭିଯୋଗ କରିଛନ୍ତି | ତେବେ ଆପଣ ଚାଁହୁଛନ୍ତି କି ପରି କେସ ନିର୍ଭୟା ଓକିଲ ଲଢନ୍ତୁ ବୋଲି ? ଲାଇକ ଏବଂ ଶେୟାର କରିବାକୁ ଭୁଲିବେନି |

ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.