ବର୍ଷା ଅନୁଭବ ଝଗଡ଼ା ରେ ହେଲା ବଡ଼ ଖୁଲାସା,ସତ୍ୟତା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେକାହିଁ କେତେ ଦିନରୁ ଲାଗିଥିବା ଅନୁଭବ ବର୍ଷା ବିବାଦ ଆଜି ଆସି ମହିଳା କମିଶନ ନିକଟରେ ପହଞ୍ଚିଛି।ଅନୁଭବ ନିଜ ପତ୍ନୀ ଙ୍କୁ ମଦ ପିଇ ମାଡ଼ ମାରିବା ଅଭିଯୋଗ କରିଥିଲେ ତାଙ୍କ ପତ୍ନୀ ବର୍ଷା।ଶା^ ରୀରିକ ନିର୍ଯାତନା ଏବଂ ମାନସିକ ନିର୍ଯାତନା ଅଭିଯୋଗ କରିଥିଲେ ବର୍ଷା। ଆଜି ମହିଳା କମିଶନ ରେ କଣ ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ।

ଆଜି ସକାଳ 11 ଟାରେ ସମୟ ଦେଇଥିଲେ ହେଁ ଅନୁଭବ ଭିଆଇପି ଭଳି ମାନେ ଗଜପତି ପରି 2 ଟା 20 ରେ ଆସି ମହିଳା କମିଶନ ଅଫିସ ରେ ପହଞ୍ଚିଥିଲେ ଅନୁଭବ। ବର୍ଷା ବହୁତ ଆଗରୁ ଆସି ଅପେକ୍ଷା କରି ବସିଥିଲେ।ତାପରେ ସମାଧାନ ପାଇଁ ଆଲୋଚନା ଆରମ୍ଭ ହୋଇଥିଲା। କିନ୍ତୁ ଏହାର ସମାଧାନ ହୋଇ ପାରିଲା ନାହିଁ। ସଭିଙ୍କ ସାମ୍ନାରେ ଯୁକ୍ତିତର୍କ କରି ଅନୁଭବ ସେଠାରୁ ଚାଲିଯାଇଥିଲେ। ତେବେ ପ୍ରଶ୍ନ ଉଠୁଛି କଣ ଜାଗୃତିଙ୍କ ପାଇଁ ଭାଙ୍ଗି ଯିବ ବର୍ଷା ଅନୁଭବ ପ୍ରେମ?

ବଢ଼ିଲା ବର୍ଷା-ଅନୁଭବଙ୍କ ପାରିବାରିକ କଳହ ବିବାଦ । ମହିଳା କମିଶନରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି । କିଛି ସମୟ ପୂର୍ବରୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇଥିଲେ ।  ପାରିବାରିକ ବିବାଦକୁ ନେଇ ବର୍ଷା ପ୍ରିୟଦର୍ଶିନୀ ମହିଳା କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି ।

ଅନୁଭବଙ୍କ ବାପା ଓ ମାଆଙ୍କୁ ମଧ୍ୟ ମହିଳା କମିଶନରେ ହାଜର ପାଇଁ ନୋଟିସ ହୋଇଥିଲା । ଆଜି ହାଜର ହେବାକୁ ୩ଜଣଙ୍କୁ ନୋଟିସ କରିଛନ୍ତି ମହିଳା କମିଶନ୍ । କୋର୍ଟରେ ବର୍ଷା-ଅନୁଭବ ପାରିବାରିକ ବିବାଦ ଚାଲିଛି । ଅନୁଭବ ମହାନ୍ତି ବର୍ଷା ଙ୍କୁ ଅଭଦ୍ର କଥା କହିବା ସହିତ ମାଡ଼ ମାରିଥିବା ଅଭିଯୋଗ କଥା ସାମ୍ନା କୁ ଆସିଛି! ଯାହା କୁ ନେଇ ଆଗକୁ ଅନୁଭବଙ୍କ ଅବସ୍ଥା ଖରାପ ହୋଇପାରେ।

ଦୁହେଁ ଦୁହିଁଙ୍କୁ ଆକ୍ଷେପ କରୁଥିଲେ | ଅନୁଭବ କହିଥିଲେ କି ମୋ ବାପା ଙ୍କ ଆଶ୍ରିବାଦ ଯେ ପର୍ଯ୍ୟନ୍ତ ଅଛି ଶହେ ବର୍ଷା ଆସିଲେ ବି ତାଙ୍କର କିଛି କରିପାରିବେନି | ଏହି ଭିଡିଓ ଟି ଖୁବ ବାଇରଲ ହେବାକୁ ଲାଗିଛି | ଏଥିରେ ଅନୁଭବ ଙ୍କୁ ବର୍ଷା କହିଥିଲେ ତୁମ ଭଳି ଶହେ ଅନୁଭବ ଆସିଲେ ବି ସତକୁ ଲୁଚାଇ ପାରିବେନି |

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ

Leave a Reply

Your email address will not be published.