ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ସିନେ ଜଗତର ଅଭିନୟ କରୁଥିବା ସମସ୍ତ କଳାକାର , ଗାୟକ , ପ୍ରଡ୍ୟୁସର ଓ ନେତା ମାନଙ୍କର ଜୀବନ ଶୌଳି ବିଷୟରେ ବିଭିନ୍ନ ପ୍ରକାର ତଥ୍ୟ ପ୍ରଦାନ କରାଯାଇଥାଏ । ସେମାନଙ୍କର ରିଏଲ ଲାଇଫରେ ଘଟୁଥିବା ସମସ୍ତ ତଥ୍ୟ ମଧ୍ୟ ଜାଣିବାକୁ ମିଳିଥାଏ । ଓଡିଆ ଟିଭି ସିରିଏଲରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀଙ୍କ ବିଷୟରେ କୁହାଯାଇଛି ଯାହାର ଅଭିନୟ ଏବେ ମଧ୍ୟ ଲୋକମାନଙ୍କୁ ବହୁତ ପ୍ରଭାବ ପକାଇଥାଏ ।

କୌଣସି କ୍ଷେତ୍ରରେ ସଫଳତା ପାଇବା ପାଇଁ ହେଲେ ଅନେକ କଷ୍ଟ କରିବାକୁ ପଡିଥାଏ । କୌଣସି ଅଭିନୟ କ୍ଷେତ୍ରରେ ହେଉ ବା କୌଣସି କାର୍ଯ୍ୟ କ୍ଷେତ୍ରରେ ହେଉନା କାହିଁକି ସବୁକ୍ଷେତ୍ରରେ ମଣିଷକୁ ସଂଘର୍ଷ କରିବାକୁ ପଡିଥାଏ । ସେହିପରି ଜଣେ ତରଙ୍ଗ ଟିଭି ଚେନାଲରେ ରାନୀ ବିଷୟରେ କିଛି ତଥ୍ୟ ଜାଣିବାକୁ ଯାଉଛୁ

ତରଙ୍ଗ ଟିଭି ଚେନାଲରେ ରାନୀ ସିରିଏଲରେ ଅଭିନୟ କରୁଥିବା ରାନୀ ନିଜର ସୁନ୍ଦର ଅଭିନୟ ଜରିଆରେ ସମସ୍ତ ଦର୍ଶକ ମାନଙ୍କର ମନକୁ ଜିତି ପାରିଛନ୍ତି । ରାନୀଙ୍କର ପ୍ରକୃତ ନାମ ହେଉଛି ଶୀତଳ ପଟ୍ଟନାୟକ ଏବଂ ସାରା ଓଡିଶାରେ ସେ ରାନୀ ଭାବରେ ପରିଚିତ । ଶୀତଳ ନିଜର ଅଭିନୟ କରିବାରେ ବହୁତ ମାହିର ଅଟନ୍ତି , ଯାହା ଦର୍ଶକ ମାନଙ୍କୁ ଏବେ ମଧ୍ୟ ତାଙ୍କ ଅଭିନୟ କଳାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ।
ଓଡିଆ ଇଣ୍ଡଷ୍ଟ୍ରିରେ ଶୀତଳ ନିଜର ଦମଦାର ଅଭିନୟ ଓ ସୁନ୍ଦରତା ପାଇଁ ବେଶ ପରିଚିତ ଅଟନ୍ତି । ଚଳିତ ବର୍ଷ ଆରମ୍ଭରେ ସେ ରାନୀ ସିରିଏଲ ଶେଷ କରିଛନ୍ତି , କିନ୍ତୁ ଏବେ ମଧ୍ୟ ତାଙ୍କ ଫ୍ୟାନ ମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି ।ଶୀତଳ ପୁଣି ଥରେ ଏକ ନୂଆ ଧାରାବାହିକ ସିରିଏଲରେ ଅଭିନୟ କରିବାର ସୂଚନା ଦେଇଛନ୍ତି । ସେ ସିରିଏଲଟିର ନାମ ହେଉଛି ରଖିଲେ ଶିବ ମାରିବ କିଏ ” ରେ ଖୁବ୍ ଜଲଦି ମୁଖ୍ୟ ଭୂମିକାରେ ଅଭିନୟ କରିବାର ନଜର ଆସିବାର ସୂଚନା ଦେଇଛନ୍ତି ।
ଶୀତଳ ଅଧିକ ମାତ୍ରାରେ ଲୋକପ୍ରିୟତା ହାସଲ କରି ପାରିଥିବାରୁ ତାଙ୍କର ଅଭିନୟ ପ୍ରତି ବହୁତ ଆଗ୍ରହ ବଢିଛି । ଲୋକମାନେ ଶୀତଳଙ୍କର ଅଭିନୟ ଦେଖିବା ପାଇଁ ଏବେ ମଧ୍ୟ ବହୁତ ଆଗ୍ରହୀ ଅଛନ୍ତି । ଯାହା ତାଙ୍କୁ ଦର୍ଶକ ମାନଙ୍କ ପାଇଁ ଅଭିନୟ କରିବାରେ ବହୁତ ଖୁସୀ ମଧ୍ୟ ସେ ଅନୁଭବ କରୁଥିବାର ଜଣାଇଛନ୍ତି ।
ଶୀତଳ ତାଙ୍କ ପରିବାର ସହ ଏବେ ଭୁବନେଶ୍ୱରରେ ଅଛନ୍ତି ଏବଂ ତାଙ୍କ ପରିବାରରେ ତାଙ୍କ ବାପା ମା ଏବଂ ସାନଭଉଣୀ ରହନ୍ତି । ତାଙ୍କ ପରିବାରରେ ଶୀତଳ କେବଳ ଅଭିନୟ କରନ୍ତି ତା ନୁହଁ ବରଂ ତାଙ୍କ ମା ଏବଂ ତାଙ୍କ ଭଉଣୀ ମଧ୍ୟ ଅଭିନୟ କରନ୍ତି । ଶୀତଳଙ୍କ ମା ଏବେ କୂଆଁରୀ ବହୁ ସିରିଏଲରେ ଦେବୀକା ରାଣୀ ଚରିତ୍ରରେ ଆସୁଥିବା ବେଳେ , ତାଙ୍କ ସାନ ଭଉଣୀ ଛୋଟ ରାନୀ ଭାବରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି । ସେମାନଙ୍କ ଅଭିନୟ ମଧ୍ୟ ଦର୍ଶକ ମାନଙ୍କୁ ବହୁତ ଭଲ ଲାଗୁଛି ।
ଆଶା କରୁଛୁ ଯେ ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ସେୟାର୍ କରିବା ସହିତ ଏହିଭଳି ଖବର ଜାଣିବା ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।।ଧନ୍ୟବାଦ।