ଟପ ସାଉଥ ଷ୍ଟାର ମାନଙ୍କ ପତ୍ନୀ ଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ Tollywood

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଯେପରି ସ୍ୱାମୀ ସ୍ତ୍ରୀ ଯୋଡ଼ି ବହୁତ ସୁନ୍ଦର ଭାବରେ ପରଦାରେ ଦେଖନ୍ତି,ଠିକ ସେହିପରି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ସ୍ଵାମୀ ସ୍ତ୍ରୀ ଯୋଡି ବେଶ ଲୋକପ୍ରିୟ ଅଟେ।ଫିଲ୍ମ ପରଦାରେ ଯେପରି ନିଜେ ନିଜର ରୋଲ କୁ ପରିଚାଳିତ କରନ୍ତି, ଠିକ ସେହିପରି ମଧ୍ୟ ନିଜର ରିୟଲ ଲାଇଫରେ ନିଜେ ନିଜର ବହୁତ ମସ୍ତିରେ ରୁହନ୍ତି।ସ୍ୱାମୀ ଓ ସ୍ତ୍ର ଭିତରେ ବହୁତ କିଛି ଝଗଡା ହୋଇଥାଏ ହେଲେ ମଧ୍ୟ ଦୁହିଁଙ୍କ ଭିତରେ ଅନେକ ଭଲ ପାଇବା ବି ଥାଏ।ତେବେ ଆସନ୍ତୁ ଜାଣିବା ସେମିତି କିଛି ସାଉଥ ଆକ୍ଟରଙ୍କ ରିୟଲ ଲାଇଫ ସ୍ୱାମୀ ସ୍ତ୍ରୀ ଯୋଡ଼ି ବିଷୟରେ।

ପ୍ରଥମେ ଜାଣିବା ସୂର୍ୟ୍ୟା ଙ୍କ ବିଷୟରେ ,ଯେକି ଜଣେ ସାଉଥ ଇଣ୍ଡଷ୍ଟ୍ରୀ ର ନାମଜାଦା ଆକ୍ଟର।ସାଉଥ ଫିଲ୍ମର ଆକ୍ଟିଂଗ ହିରୋ ସୂର୍ୟ୍ଯା ଙ୍କୁ ଏମିତି କେହି ଜାଣିନାହାନ୍ତି ବୋଲି କହିହେବେ ନାହିଁ।ତାଙ୍କ ସ୍ତ୍ରୀ ନାମ ଜ୍ୟୋତିକା, ଯିଏକି ଜଣେ ସାଉଥ ଇଣ୍ଡଷ୍ଟ୍ରୀର ନାମୀ ଅଭିନେତ୍ରୀ ଭାବେ ପରିଚିତ।

ସାଉଥ ଫିଲ୍ମର ଷ୍ଟାଇଲିସ ହିରୋ ଓ ଆକ୍ସନ ହିରୋ କହିଲେ ରାଜୀନ୍ କାନ୍ତ ଙ୍କୁ ବୁଝାଏ। ବହୁତ କିଛି ଆୱାର୍ଡର ହକଦାର ସେ।ତାଙ୍କ ସ୍ତ୍ରୀଙ୍କ ନାଁ ଲତା ରଜନୀକାନ୍ତ।ସେ ୧୯୮୦ ମସିହାରେ ଵିଵାହ କରିଥିଲେ।ଆଶୀର୍ବାଦ ସ୍ବରୂପ ତାଙ୍କୁ ୨ ଝିଅ ହୋଇଛି ସୌନ୍ଦର୍ୟା ଓ ଐଶ୍ୱରୀୟା।ସେ ନିଜ ପରିବାର ସହ ଖୁସିରେ ରହୁଛନ୍ତି।

ଆଉ ଜଣେ ସାଉଥ ଆକ୍ଟର ଏନ୍ ଟି ଆର , ଯିଏକି ଏମିତି ଏକ ଛାପ ରଖିଛନ୍ତି ସାଉଥ ଇଣ୍ଡଷ୍ଟ୍ରୀ ରେ ଯାହାକୁ ସମସ୍ତେ ଦେଖିଲେ ଆହୁରି ଆନନ୍ଦିତ ହୋଇଯାନ୍ତି।ତାଙ୍କ ରିୟଲ ଲାଇଫ ପତ୍ନୀଙ୍କ ନାଁ ଲକ୍ଷ୍ମୀ ପ୍ରନ୍ଥିଆ,ଯାହାକୁ ୨୦୧୧ ମସିହାରେ ଵିଵାହ କରିଥିଲେ।

ବର୍ତ୍ତମାନ ଜାଣିବା ଏମିତି ଏକ ସାଉଥ ଆକ୍ଟର ଯାହାକୁ ସମସ୍ତେ ଚକଲଟେ ହିରୋ ବୋଲି ଜାଣନ୍ତି।ମହେଶ ବାବୁ।ସାଉଥ ଇଣ୍ଡଷ୍ଟ୍ରୀରେ ତାଙ୍କର ବହୁତ ଲୂକ୍ ନଜର ଆସିଛି,ସେ ବହୁତ ଶାନ୍ତ ସ୍ଵଭାଵର।ତାଙ୍କ ରିୟଲ ଲାଇଫ ପତ୍ନୀଙ୍କ ନାଁ ହେଉଛି ନର୍ମାତା ଶିରୋଡ଼କର, ଯେକି ଜଣେ ନାମୀ ଅଭିନେତ୍ରୀ ଭାବେ ପରିଚିତ।ଏହିପରି ବହୁତ ଆକ୍ଟରଙ୍କ ସ୍ତ୍ରୀ ମଧ୍ୟ ନିଜ ସ୍ୱାମୀ ଓ ଦୁହିଁଙ୍କ ଭିତରେ ବହୁତ ଭଲ ପାଇବା ମଧ୍ୟ ରହିଛ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.