ବିବାହର ଏତେ ଦିନ ପରେ ଖୋଲିଲା ରହସ୍ୟ,ବିବାହର ସବୁ ଗୁମର ଫିଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଓଡିଶାରେ ଅଧିକାଂଶ ଲୋକ ନିଶ୍ଚୟ ଝିଲ୍ଲୀକ ଭଟ୍ଟାଚାର୍ଜ୍ୟଙ୍କୁ ନିଶ୍ଚୟ ଜାଣିଥିବେ । ସେ ବିଗତ ଦିନରେ ଓଡିଆ ସିନେମା ଜଗତର ଜଣେ ଲୋକପ୍ରିୟ ନାୟିକା ଥିଲେ । ସେ ଚଳିତ ବର୍ଷ ମାର୍ଚ ୧୧ ତାରିଖ ଓଡିଶାର ବିଜେଡି ବିଧ୍ୟାୟକ ପ୍ରୀତି ରଂଞନ୍ ଗଢେଇଙ୍କୁ ବିବାହ କରିଥିଲେ । ପ୍ରୀତି ରଂଞନ୍ ଗଢେଇ ହେଉଛନ୍ତି ଯାଜପୁର ଜିଲ୍ଲାର ସୁକିନ୍ଧା ବିଧ୍ୟାୟକ ।ପ୍ରୀତି ରଞ୍ଜନଙ୍କ ବାପା ପ୍ରଫୁଲ୍ଲ ଘଡେଇ ମଧ୍ୟ ଓଡିଶା ରାଜନୀତି ର ଜଣେ ପୁରୁଖା ନେତା । ତାଙ୍କ ବହୁତ ନାମ ରହିଛି ଓଡିଶା ରାଜନୀତି ରେ । ଆଜି ଆମେ ଆପଣମାନଙ୍କୁ କହିବୁ କଣ ପାଇଁ ପ୍ରୀତି ରଞ୍ଜନ ଘଢେଇଙ୍କୁ ଝିଲିକ୍ ହଠାତ ବିବାହ କରିଲେ । ଯେବେ ଠାରୁ ଝିଲିକ ପ୍ରତି ରଞ୍ଜନ ଙ୍କର ହାତ ଧରିଛନ୍ତି ସେବେଠାରୁ ସେ ଓଡିଆ ସିନେମା ଠାରୁ ଦୂରେଇ ରହିଛନ୍ତି ।

ଝିଲିକ ବିବାହ ପରେ କହିଛନ୍ତି ସେ ବର୍ତ୍ତମାନ ନିଜର ପରିବାର କଥା ବେଶୀ ବୁଝିବା ପାଇଁ ଚାହୁଁଛନ୍ତି । ସେ କହିଛନ୍ତି ନିଶ୍ଚୟ ଆଗାମୀ ଦିନରେ ନିଶ୍ଚୟ ଓଡିଆ ସିନେମାକୁ ଫେରିବେ । ବର୍ତ୍ତମାନ ଝିଲିକଙ୍କୁ ୨୮ବର୍ଷ ହୋଇଥିବା ବେଳେ ତାଙ୍କ ସ୍ଵାମୀ ପ୍ରତି ରଞ୍ଜନଙ୍କୁ ଏବେ ୪୮ ବର୍ଷ ହୋଇଛି । ସେମାନଙ୍କର ସମ୍ପର୍କ ୭ ବର୍ଷ ତଳୁ ଘରୋଇ ସମ୍ପର୍କ କୁ ନେଇ ଗଢି ଉଠିଥିଲା ।

ଧିରେ ଧିରେ ସେମାନେ ପରସ୍ପର ସହିତ କଥା ବାର୍ତ୍ତ କରିବା ଆରମ୍ଭ କରିଥିଲେ । ଧିରେ ଧିରେ ସେମାନଙ୍କୁ କେତେବେଳେ ପ୍ରେମ ହୋଇଗଲା ସେମାନେ ଜାଣି ପାରିଲେ ନାହିଁ । ଝିଲ୍ଲିକ୍ ବିବାହ କହିଛନ୍ତି ଯେ ସେ କେବେ ଭାବିନଥିଲେ ଏମିତି କିଛି ହେବ ବୋଲି, ଏହା ମୋ ପାଇଁ ଏକ ସର୍ପ୍ରାଇଜ ଥିଲା ।

ତାଙ୍କର ପ୍ରେମ ସମ୍ପର୍କ ତ ଆଗକୁ ବଢିବାରେ ଲାଗିଥିଲା । ଏହା ସହିତ ସେମାନଙ୍କ ପରିବାର ମଧ୍ୟରେ ଉତ୍ତମ ସମ୍ପର୍କ ବଜାଇ ରହିଥିଲା । ପ୍ରତି ରଞ୍ଜନଙ୍କ ଘରକୁ ଝିଲ୍ଲୀକ ଅନେକ ଥର ବିବାହ ପୂର୍ବରୁ ବୁଲିବା ପାଇଁ ଆସିଛନ୍ତି । ଏମିତି ତାଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଏହା ପରେ ଦୁହିଁଙ୍କ ଘର ଲୋକଙ୍କ ସହମତି ଭିତ୍ତିରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.