ରାଜ୍ୟସରକାର ଙ୍କ ତରଫରୁ ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ଼ ଉପହାର |

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ବହୁତ ବଡ ସୂଚନା ଛାତ୍ର ଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ବହୁତ ବଡ ପୁରସ୍କାର ରାଶି ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ସିଧା ସଳଖ ମିଳିବ ଯାହାର ରାଶି ହେଉଛି ପ୍ରଥମ ସ୍ଥାନ ଅଧିକାର କଲେ 75000 ରାଶି ମିଳିବ ଓ ତା ସହ ପ୍ରମାଣ ପତ୍ର ମିଳିବ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସଦସ୍ୟ ଙ୍କୁ 50000 ଟଙ୍କା ରାଶି ମିଳିବ ଏବଂ ପ୍ରମାଣପତ୍ର ମଧ୍ୟ | ଏବଂ ତୃତୀୟ ସ୍ଥାନ ଯେଉଁମାନେ ଅଧିକାର କରିବେ ସେମାନଙ୍କୁ 25000 ଟଙ୍କା ଅର୍ଥରାଶି ପୁରସ୍କାର ମିଳିବା ସହ ପ୍ରମାଣ ପତ୍ର ଦିଆଯିବ | ଏହା ହେଉଛି ରାଜ୍ୟ ଜନଜାତି ହସ୍ତାଶୀଳ୍ପ ଓ ଚିତ୍ରକଳା ପୁରସ୍କାର-2021|

ରାଜ୍ୟର ଜନଜାତି ପାରମ୍ପରିକ ହସ୍ତାଶୀଳ୍ପ ଓ ଚିତ୍ରକଳା କାରିଗରୀ ମାନଙ୍କୁ ସେମାନଙ୍କର ଉଲେଖନୀୟ କଳାକୃତି ଓ କାରିଗରୀ ନିମନ୍ତେ ସଂମ୍ମାନିତ କରିବା ପାଇଁ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନୟନ ବିଭାଗ ତରଫରୁ ରାଜ୍ୟ ଜନଜାତି ହସ୍ତଶୀଳ୍ପ ଓ ଚିତ୍ରକଳା ପୁରସ୍କାର ପ୍ରଚଳନ କରାଯାଇଛି

2021 ବର୍ଷ ରେ ଏହି ପୁରସ୍କାର ନିମନ୍ତେ ରାଜ୍ୟର ଜନଜାତି ପାରମ୍ପରିକ କାରିଗର ଚିତ୍ରଶିଳ୍ପୀ ମାନଙ୍କ ଠାରୁ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଛି | ଆଗ୍ରହୀ ପ୍ରତିଯୋଗୀ ମାନେ ସେମାନଙ୍କ ଆବେଦନ ପତ୍ରକୁ ସମନ୍ନିତ ଆଦିବାସୀ ଉନୟନ ସଂସ୍ଥା ଅଣୁ ପ୍ରକଳ୍ପ ଜିଲ୍ଲା ମଙ୍ଗଳ ଅଧିକାରୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କିମ୍ବା କଳା ମହାବିଦ୍ୟାଳୟ ରେ ଅଧକ୍ଷ୍ୟଙ୍କ ଜରିଆରେ ପ୍ରେରଣ କରିପାରିବେ | ଏଥିରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟତା କନିଷ୍ଠବର୍ଗ ଙ୍କର 10 ରୁ 18 ଏବଂ ବରିଷ୍ଟ ବର୍ଗଙ୍କର 18 ରୁ ଉର୍ଦ୍ଧ ହେବା ଆବଶ୍ୟକ ଅଟେ | ତେଣୁକରି ଆବେଦନ କରିବା ପାଇଁ ଇଛୁକ ବ୍ୟକ୍ତିମାନେ ଦୟାକରି ଜଲଦି ନିଜର ପ୍ରତିଭା ଦେଖେଇବା ପାଇଁ ଅଂଶଗ୍ରହଣ କରନ୍ତୁ ଏବଂ ପୁରସ୍କୃତ ହେବାର ସୁଯୋଗ ପାଆନ୍ତୁ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.