ସରକାର ଭାରତୀୟ ଆର୍ମି କୁ କାହିଁକି ପିଇବାକୁ ଦିଅନ୍ତି ମଦ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେସମସ୍ତେ ଭାବନ୍ତି ମଦ ଗୋଟିଏ ଖରାପ ଜିନିଷ।ମଦକୁ ନେଇ ସମସ୍ତଙ୍କର ମନରେ ଗୋଟେ ଧାରଣା କି ଏହା ଆମ ଶରୀରକୁ ହାନି ପହଞ୍ଚାଇଥାଏ। ଅଧିକା ମଦ୍ୟପାନ କରିବା ଦ୍ୱାରା ଆମ ଲିଭର୍ ଖରାପ ହୋଇଯାଏ , ଗୁଜୁରାଟ, ବିହାର ପରି କିଛି ରାଜ୍ୟରେ ଏହାକୁ ବ୍ୟାନ୍ ବି କରିଦିଆସାରିଛି। କିନ୍ତୁ କଣ ଆପଣ ଜାଣିଛନ୍ତି ସେନାର ଜବାନଙ୍କୁ ଏହା କଣ ପାଇଁ ଦିଆଯାଏ , ଓ ତାହା ବି କମ୍ ଦାମ୍ ରେ।

ଯଦି ମଦ ଶରୀର ପ୍ରତି ହାନିକାରକ ତେବେ ସେ ଦୃଷ୍ଟିରୁ ଯବାନ ମାନଙ୍କୁ ମଦ ଦେବା ଅନୁଚିତ। ସେନାର ଯବାନ ମାନଙ୍କୁ କଠୋରରୁ କଠୋର ଅଞ୍ଚଳରେ ରହି ଦେଶକୁ ସୁରକ୍ଷା ପ୍ରଦାନ କରିବାର ଟ୍ରେନିଂ ଦିଆଯାଇଥାଏ। ସେମାନଙ୍କୁ ତ ଅଧିକ ସତର୍କ ରହିବା ଆବଶ୍ୟକ। ତେବେ ସେମାନଙ୍କୁ ମଦ ପିଇବା ପାଇଁ ଅନୁମତି କାହିଁକି ଦିଆଯାଏ ?

ଭାରତୀୟ ସେନାଙ୍କର ଜୀବନ ଅତ୍ଯନ୍ତ କଠିନ ଏବଂ ଅନୁଶାସନପୂର୍ଣ୍ଣ ହୋଇଥାଏ। ସେମାନଙ୍କୁ ଦେଶର ରକ୍ଷା ପାଇଁ ସବୁବେଳେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଏଣୁ ତାଙ୍କୁ ସବୁବେଳେ ସବୁ ସମୟରେ ଫିଟ ରହିବାକୁ ପଡ଼ିଥାଏ। ତେବେ ଏତେ ଫିଟ ରହିବା ପରେ ମଧ୍ୟ ସେମାନଙ୍କର ମଦ୍ଯପାନ କରିବାର ଅଭ୍ଯାସ ରହିଥାଏ। ସାଧାରଣତଃ ମଦ୍ଯପାନ ଶରୀର ପ୍ରତି ହାନିକାରକ କୁହାଯାଇଥିବା ବେଳେ ସେନାବାହିନୀରେ ମଦ ଉପରେ କୌଣସି କଟକଣା ରହିନାହିଁ। ଆସନ୍ତୁ ଜାଣିବା କଣ ରହିଛି ଏହା ପଛର କାରଣ।

ଭାରାତୀୟ ସେନାରେ ଯବାନଙ୍କୁ ବହୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ। ଭିଷଣ ଥଣ୍ଡା ସ୍ଥାନରେ ମଧ୍ୟ ସେ ସୀମାରେ ଠିଆ ହୋଇ ଦେଶକୁ ସୁରକ୍ଷା ପ୍ରଦାନ କରୁଥାନ୍ତି। ଏହି ସ୍ଥାନରେ ମଦ ସେନାକୁ ଗରମ ରହିବା ସହ ବଞ୍ଚିବାରେ ସହାୟତା କରିଥାଏ। ଯବାନଙ୍କୁ ଦେଶର ସୁରକ୍ଷା ପାଇଁ ନିଜ ପରିବାରଠୁ ଦୂରରେ ରହିବାକୁ ପଡ଼ିଥାଏ। ଏଣୁ ଯେତେବେଳେ ସେ ବ୍ଯସ୍ତ ନଥାନ୍ତି ସେତେବେଳେ ସେ ନିଜ ପରିବାରକୁ ମନେ ପକାଇବା ସହ ବହୁତ ଏକୁଟିଆ ଅନୁଭୂତ କରିଥାନ୍ତି। ଏଣୁ ଏହି ସମୟରେ ସେ ମଦକୁ ନିଜ ସାଥି ଭାବେ ଗ୍ରହଣ କରିଥାନ୍ତି।

ବ୍ରିଟିଶ ଅମଳରେ ଏକ ନିୟମ ରହିଥିଲା କି, ସେମାନେ ତାଙ୍କ ସୁରକ୍ଷାକର୍ମୀ ତଥା ଯବାନଙ୍କୁ  ଭରପୁର ମାତ୍ରାର ମଦ୍ଯପାନ କରିବାକୁ ଦେଉଥିଲେ। ବ୍ରିଟିଶ୍ ବେଳର ଅନେକ ପରମ୍ପରାକୁ ଅନୁସରଣ କରିବା ଭଳି ଏହି ପରମ୍ପରାକୁ ମଧ୍ୟ ଅନୁସରଣ କରୁଛନ୍ତି ଭାରତୀୟ ସେନା। ସେନାର ଯବାନ କେବେ ମଧ୍ୟ ନିଜ ସୀମାରୁ ଅଧିକ ମଦ ପିଅନ୍ତି ନାହିଁ। ସେମାନେ କେବଳ ଅତିଆବଶ୍ଯକ ସ୍ଥଳରେ ମଦ୍ଯ ପାନ କରିଥାନ୍ତି।

ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.