ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେବଲିଉଡ ଇଣ୍ଡଷ୍ଟ୍ରୀ ରେ ଏମିତି ଅନେକ କିଛି ସମ୍ପର୍କ ଅଛି ଯାହା ସମୟ ଅନୁସାରେ ଘନିଷ୍ଠ ଭାବେ ଯୋଡ଼ି ହେଉଛି ଓ ଅନେକ ଏମିତି ମଧ୍ୟ ସମ୍ପର୍କ ସଙ୍ଗେ ସଙ୍ଗେ ଭାଙ୍ଗି ଯାଉଛି।କୌଣସି ଫିଲ୍ମରୁ ସମ୍ପର୍କ ଗଢ଼ି ଉଠେ ଫୁନି କିଛି ସାମାନ୍ୟ ତ୍ରୁଟି ସକାଶେ ଅଲଗା ହୋଇଯାଉଛନ୍ତି।ଏମାନଙ୍କ ଆଗରେ ସମ୍ପର୍କ ବୋଲି କିଛି ନାହିଁ।ସମସ୍ତେ ନିଜ ନିଜର ସୁବିଧା ବାଟ ଖୋଜନ୍ତି।ସେମିତି ଏକ ଅସ୍ଥାୟୀ ସମ୍ପର୍କ ବିଷୟରେ ଆସନ୍ତ ଜାଣିବା।ଯାହାକି ସମୟ ସହ ମିଶି ଫୁନି ଭାଙ୍ଗିଯାଇଥିଲା।

ବଲିଉଡର ଆଗ ଧାଡିର ଅଭିନେତା ସହିଦ କପୁର ଏବଂ ଜଣାଶୁଣା ଅଭିନେତ୍ରୀ କରିନା କପୁର ଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ।ଦୁହେଁ ମିଶି ବହୁତ ସୁପରହିଟ୍ ଫିଲ୍ମ କରିଛନ୍ତି।ଦୁହେଁଙ୍କର ଅଭିନୟ ବହୁତ ରୋମାଞ୍ଚକ ହୋଇଥାଏ କାହିଁକି ନା ସେମାନେ ନିଜର ଫିଲ୍ମ ଚରିତ୍ର ଭିତରେ ନିଜେ ନିଜକୁ ଦେଖିଥାନ୍ତି।ଦୁହେଁ ବହୁତ ଖୁସିରେ ରହୁଥିଲେ, ହେଲେ ଅଚାନକ କଣ ହେଲା କେଜାଣି ଦୁହେଁ ଅଲଗା ହୋଇଗଲେ ଆଉ ପରସ୍ପର ସହିତ ଫିଲ୍ମ କରିବାକୁ ରାଜି ହେଲେ ନାହିଁ।କିଛିଦିନ ପରେ ଦୁହେଁ ପୁରା ଅଲଗା ହୋଇଗଲେ।ବହୁତ ବର୍ଷ ପରେ ମାନେ ୧୩ ବର୍ଷ ପରେ କରିନା ଏକ ଇଣ୍ଟର୍ଭିୟୁ ରେ ଅଲଗା ହେବାର ସବୁର କାରଣ କହିଥିଲେ।

କରିନା କହିଲେ ଭାଗ୍ୟର ପ୍ଲାନ କିଛି ଅଲଗା ଥିଲା ସେହି ଅନୁସାରେ ଜୀବନ ଚାଲୁଥିଲା।ଫିଲ୍ମ ସେଟରୁ ଆରମ୍ଭ କରି ରୀୟଲସେଲ ଓ ନିଜ ପର୍ତ୍ସନାଲ ଓ ପ୍ରଫେସନଲ ଲାଇଫରେ ନିଜକୁ ଠିକ ଭାବେ ପରିଗଣିତ କରିପାରୁନଥିଲେ।ସହିଦଙ୍କ ସହ ସହ ଆଉ ଫିଲ୍ମ କରିବାକୁ ତାଙ୍କୁ ଆଉ ଭଲ ଲାଗିଲା ନାହିଁ।ଯାହାଫଳରେ ସେ ନିଜକୁ ଅସନ୍ତୁଷ୍ଟ ମନେ କରନ୍ତି।ଯାହାଦ୍ୱାରା ଦୁଇଜଣଙ୍କ ବ୍ରେକଅପ ହୋଇଗଲା।ଏହାପରେ ପରବର୍ତ୍ତୀ ଫିଲ୍ମରେ ସୈଫଲି ଖାଁ ଙ୍କ ସହ କାମ କଲେ ଓ ନିଜକୁ ଖୁସିରେ ମଧ୍ୟ ଦେଖିଲେ।ଯାହାଫଳରେ ଆଉ ସାହିଦଙ୍କ ସହ କାମ କଲେ ନାହିଁ।ବର୍ତ୍ତମାନ କରିନା ସୈଫଳିଙ୍କୁ ଵିଵାହ କରି ତାଙ୍କର ଗୋଟେ ଝିଅ ଶିଶୁ ହୋଇଛି ଏବଂ ସାହିଦ ମଧ୍ୟ ବିବାହ କରି ତାଙ୍କର ଗୋଟେ ଝିଅ ଓ ପୁଅ ଶିଶୁ ହୋଇଛି।ଦୁହେଁ ଦୁହିଁଙ୍କର ବିବହିତ ଜୀବନରେ ଖୁସିରେ ଅଛନ୍ତି।ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ
,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ