ଅଧିକ ସୁଖ ପାଇବା ପାଇଁ କରନ୍ତୁ ଏହି ଯୋଗ ଆସନ,କ୍ଷମତା ଶକ୍ତି ବୃଦ୍ଧି ହୁଏ

ସୁସ୍ଥ, ନିରୋଗ ଓ ସତେଜ ରହିବା ପାଇଁ ପୃଷ୍ଟିକର ଖାଦ୍ୟ ଆବଶ୍ୟକ ।  କଥାରେ ଅଛି ପେଟର କ୍ଷୁଧା ଅର୍ଥାତ ପେଟର ଭୋକ ମାରିବାକୁ ଯେମିତି ଆମେ ନାନା ପ୍ରକାର ବ୍ୟଞ୍ଜନ ବା ଖାଦ୍ୟ ଗ୍ରହଣ କରୁ ସେମିତି ପ୍ରତିଟି ପ୍ରାପ୍ତବୟସ୍କ ପାଇଁ ଦେ- ହର ଭୋକ (କା- ମ- ନା ବା ସେ- କ୍ସ ଇଚ୍ଛା) ମେଣ୍ଟାଇବା ପାଇଁ ସେ- କ୍ସ ବା ଯୌ- ନ ସାଥୀ ସହ କା -ମ କ୍ରୀଡ଼ା ଅପରିହାର୍ଯ୍ୟ ହୋଇଥାଏ ।

ଆପଣ ଜାଣନ୍ତି ସୁସ୍ଥ ଯୌ ନ ସମ୍ପର୍କ ସ୍ଥାପନ ପାଇଁ ସୁଶମ ଖାଦ୍ୟ ଯେମିତି ଆବଶ୍ୟ ହୋଇଥାଏ ଠିକ୍ ସେମିତି ଦୈନିନ୍ଦିନ ଜୀବନରେ କିଛି ନିର୍ଦ୍ଧିଷ୍ଟ ଯୋଗାସାନ ଦ୍ୱାରା ସେକ୍ସ ପାୱାର ବୃଦ୍ଧି କରାଯାଇପାରେ । ଯାହା ମୁନି ଋଷିମାନେ ମଧ୍ୟ ନିଜ ନିଜ ରଚନାରେ ଲିପିବଦ୍ଧ କରିଯାଇଛନ୍ତି ।

ଯୋଗ ଦ୍ୱାରା କେବଳ ଯେ ମାନସିକ ସ୍ଥିତିରେ ସୁଧାର ଆସିଥାଏ ତାହା ନୁହେଁ ଏହା ଦାମ୍ଭତ୍ ଜୀବନରେ ହସ , ଖୁସି ଓ ସୁଖ ଆଣିଦେଇଥାଏ । ପ୍ରତ୍ୟକ ଦିନ ଯୋଗାଭ୍ୟାସ କରିବା ଦ୍ୱାରା ଯେମିତି ଶାରୀରିକ ଶକ୍ତି ସାମାର୍ଥ୍ୟ ସଞ୍ଚୟ କରିବାରେ ସହାୟକ ହୁଏ ସେତିକି ବେଡ୍ ରୁମ୍ ରେ ପତ୍ନୀକୁ ଖିସି କରିବାରେ ସହାୟକ ହୋଇଥାଏ ।ଯୋଗ ମଧ୍ୟ ସାମଗ୍ରିକ ଯୌ ନ କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । 40 ଜଣ ମହିଳାଙ୍କୁ ନେଇ ଦୀର୍ଘ 12 ସପ୍ତାହ ପର୍ଯ୍ୟନ୍ତ । ଗୋଟିଏ ଅଧ୍ୟୟନ କରାଯାଇଥିଲା ।

ଏଥିରୁ ଜଣାପଡ଼ିଥିଲା ଯେ, ଯେଉଁମାନେ ଯୋଗ ଅଭ୍ୟାସ କରୁଛନ୍ତି ସେମାନେ ଫରକ ପରଖିବାରେ ସମର୍ଥ ହୋଇଛନ୍ତି । ଅନୁସନ୍ଧାନକାରୀମାନେ ନିଜ ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ, ଯୋଗ ଯୋଗୁଁ ମହିଳାମାନେ ସେମାନଙ୍କର ଯୌ ନ ଜୀବନରେ ଯଥେଷ୍ଟ ଉନ୍ନତି କରିଛନ୍ତି। ଏହା ଏକ ଛୋଟ ନମୁନା ଆକାର ଏବଂ କେବଳ ଗୋଟିଏ ଅଧ୍ୟୟନ, କିନ୍ତୁ ଯୋଗ ଏବଂ ଏକ ଉତ୍ତମ ଯୌ ନ ଜୀବନ ମଧ୍ୟରେ ସଂଯୋଗ ଆଶାବାଦୀ ।ସବୁଠାରୁ ବଡ଼ କଥା ହେଲା ଯୋଗ ଆପଣଙ୍କ ଯୌ ନ ଜୀବନକୁ ବଢାଇପାରେ? ସଚେତନତା ଏବଂ ଶରୀର ନିୟନ୍ତ୍ରଣ ବୃଦ୍ଧି ମଧ୍ୟ କରିପାରେ ।“ଏକ ନିୟମିତ ଯୋଗ ଅଭ୍ୟାସ ଆପଣଙ୍କୁ ବର୍ତ୍ତମାନର ମୁହୂର୍ତ୍ତର ସଚେତନତାକୁ ଆଣିଥାଏ ଯାହା ଆପଣଙ୍କ ଯୌ ନ ଜୀବନକୁ ଆନନ୍ଦମୟ କରିଥାଏ ।

ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.