ଓଲିଉଡ ଗାୟିକା ଇରା ମହାନ୍ତି ଙ୍କ family ଓ biography, ଜାଣିଲେ ଆଶ୍ଚର୍ଯ୍ୟ ହେବେ
ଆପଣ ମାନେ ଜାଣିଥିବେ ଓଲିଉଡ ଜଗତରେ ସମସ୍ତ ଫେମସ ସିଙ୍ଗର ମାନଙ୍କୁ ।ଓଲିଉଡ ଜଗତର ସିଙ୍ଗର ମାନେ ତାଙ୍କ ଜୀବନରେ ବହୁତ କଷ୍ଟ କରି ଓଲିଉଡ ଜଗତରେ ପ୍ରବେଶ କରିଛନ୍ତି। ସେମାନେ ତାଙ୍କ ନିଜ କଣ୍ଠ ର ସ୍ୱର ରେ ଦର୍ଶକ ମାନଙ୍କ ହୃଦୟ ଜିତିପାରିଛନ୍ତି ଓ ବହୁତ ଲୋକପ୍ରିୟତା ପାଇଛନ୍ତି ମଧ୍ୟ।ଆମେ ଆଜି ଆପଣ ମାନଙ୍କୁ ଏମିତି ଜଣେ ସିଙ୍ଗର ଙ୍କ ବିଷୟରେ କହିବୁ ଯାହାଙ୍କ କଣ୍ଠ ରେ ଯାଦୁ ରହିଥାଏ।ତାହେଲେ ଡେରି ନ କରି ଆସନ୍ତୁ ଜାଣିବା ସେକିଏ?
ଆପଣ ମାନେ ଜାଣିଥିବେ ଓଲିଉଡ ର ଜଣେ ସଫଳ ସିଙ୍ଗର ହେଉଛନ୍ତି ଇରା ମହାନ୍ତି।ଆପଣମାନେ ଇରା ମହାନ୍ତି ଙ୍କୁ ନିଶ୍ଚୟ ଭାବରେ ଜାଣିଥିବେ।ଇରା ମହାନ୍ତି ତାଙ୍କ କଣ୍ଠ ର ସ୍ୱର ରେ ଦର୍ଶକ ମାନଙ୍କୁ ବାନ୍ଧି ରଖି ପାରିଛନ୍ତି।ତାଙ୍କ ବିଷୟରେ ଆଜି ଆମେ କିଛି ଜାଣିବା।
ଓଲିଉଡ ଜଗତ ଓ ଆଲବମ ଜଗତରେ ବିଶେଷ ନାମ କମେଇଛନ୍ତି କଣ୍ଠ ଶିଳ୍ପୀ ଇରା ମହାନ୍ତି।ସେ ଜଣେ ଲୋକପ୍ରିୟ ସିଙ୍ଗର।ଇରା ଯେଉଁସବୁ ଗୀତ ଗାଇଛନ୍ତି ସବୁ ଗୀତ ସୁପର ହିଟ ହୋଇଛି।ଇରା ମହାନ୍ତି ଙ୍କର ବହୁତ ଫ୍ୟାନ ମଧ୍ୟ ଅଛନ୍ତି।ତାଙ୍କ ଗୀତ ଶୁଣିବା ପାଇଁ ବହୁତ ପସନ୍ଦ ମଧ୍ୟ କରନ୍ତି ।

ଇରା ତାଙ୍କ କଣ୍ଠ ର ସ୍ୱର ରେ ଲୋକ ମାନଙ୍କନ ମନ ଜିତିପାରିଛନ୍ତି।ସେ ଓଲିଉଡ ଜଗତରେ ଜଣେ ପ୍ରିୟ ସିଙ୍ଗର ମଧ୍ୟ ହୋଇପାରିଛନ୍ତି।ଇରା ଙ୍କ ଘର ରାଜଧାନୀ ଭୁବନେଶ୍ବର ରେ।ସେ ବହୁତ ଓଡ଼ିଆ ଫିଲ୍ମି ରେ କଣ୍ଠ ଦାନ କରିଛନ୍ତି। ଇରା ବହୁତ ଖୁସ ମିଞ୍ଜାସ ର ମହିଳା ଅଟନ୍ତି । ସେ ନିଜ ପରିବାରକୁ ବହୁତ ଭଲ ପାଆନ୍ତି ।

ଇରା ଙ୍କ ପିତା ଙ୍କର ନାମ ଜିତେନ୍ଦ୍ର ମହାନ୍ତି ଓ ତାଙ୍କ ମାତା ଙ୍କ ନାମ କଳ୍ପନା ମହାନ୍ତି। ଇରାଙ୍କ ବାପା ବାଳକାଟି, ଖୋର୍ଦ୍ଧା’ର ବାସିନ୍ଦା ଅଟନ୍ତି ।ତାଙ୍କ ବାପା ଓଡ଼ିଶା ବିଧାନ ସଭାର ଅଧକ୍ଷ ଥିଲେ। ସେ ସୁଭଦ୍ରା ମହତାବ ବାଳିକା ଉଚ୍ଚ ବିଦ୍ୟାଳୟରେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ବେଳେ ବିଜେବି ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ।
ତାଙ୍କ ମାଆ କଳ୍ପନା ମହାନ୍ତି ଗୀତ ଗାଇବା ପାଇଁ ତାଙ୍କୁ ବହୁତ ପ୍ରେରିତ କରନ୍ତି। ଇରା ଙ୍କୁ ତାଙ୍କ ମା ବହୁତ ସପୋଟ କରିଛନ୍ତି ଗୀତ ଗାଇବା ପାଇଁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |