ଦିଗଜ ଅଭିନେତା ରାଜକୁମାର ଙ୍କ ଝିଅ ବହୁତ ସୁନ୍ଦର l ଦେଖିବେ ଆଶ୍ଚର୍ଯ୍ୟ ହୋଇଯିବେ l
ୟେ ବଚୋକି ଖେଲନେ କି ଚିଜ ନେହି ହେ ଜାନି ହାତ କଟଯାଏଗା ତୋ ଖୁନ ନିକଲ ଆତା ହେ : ଏହି ଦମଦାର ଡାଇଲଗ କହୁଥିବା ଅଭିନେତା ରାଜକୁମାର ଙ୍କୁ କିଏ ଭୁଲି ପାରିବ l ଯିଏ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ମନ କିଣିପାରନ୍ତି l ତାଙ୍କୁ କେବଳ ଦର୍ଶକ ରାଜକୁମାର ବୋଲି ଦେଖି ଆସୁନଥିଲେ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରି ରେ ମଧ୍ୟ ରାଜକୁମାର ଆଖ୍ୟା ମିଳିଥିଲା l ରାଜକୁମାର ଙ୍କୁ ତ ଆପଣ ସମସ୍ତେ ଜାଣନ୍ତି କିନ୍ତୁ ତାଙ୍କ ଝିଅଙ୍କୁ ଆପଣ ଜାଣିଛନ୍ତି କି l ଯଦି ଜାଣି ନାହାନ୍ତି ଆଜି ଆମ ଦ୍ୱାରା ଜାଣିବେ ଆପଣ ତାଙ୍କ ଝିଅ ଙ୍କୁ l

ଫିଲ୍ମ ଜଗତରେ ରାଜ କରୁଥିବା ରାଜକୁମାର ଙ୍କର ଅସଲି ନାଁ ଭୂଷଣ ପଣ୍ଡିତ ଥିଲା l ତାଙ୍କ ଜନ୍ମ 8 ଅକ୍ଟୋବର 1926 ରେ ପାକିସ୍ତାନ ରେ ହୋଇଥିଲା l ରାଜକୁମାର ତାଙ୍କର ସମସ୍ତ ଶିକ୍ଷା ମୁମ୍ବାଇ ରେ ହିଁ ସାରିଦେଇଥିଲେ l ସେ ଫିଲ୍ମ ରେ ଆସିବା ପୂର୍ବରୁ ସବଇନ୍ସପେକ୍ଟର ରୂପରେ କାମ କରୁଥିଲେ l ହେଲେ ତାଙ୍କୁ ପିଲାବେଳୁ ଫିଲ୍ମ ରେ ଆସିବାର ସଉକ ଥିଲା l ଥାନାରେ କାମ କରୁଥିବାବେଳେ ତାଙ୍କର ଚିନ୍ହା ଜଣେ ନିର୍ଦେଶକ ଙ୍କ ସହ ହୋଇଥିଲା ଯିଏ ତାଙ୍କ ଫିଲ୍ମ ରେ କାମ ଦେବାକୁ ଅଫର ଦେଇଥିଲେ l 1952 ରେ ଫିଲ୍ମ ରଙ୍ଗିଲି ରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ l
ପ୍ରଥମ ଫିଲ୍ମ ରୁ ସଫଳତା ପାଇବା ପରେ ତାଙ୍କୁ ସମସ୍ତେ ଧ୍ୟାନ ଦେଇଥିଲେ l ଏହାପରେ ତାଙ୍କୁ ଅନେକ ଫିଲ୍ମ ରେ କାମ କରିବାର ସୁଯୋଗ ମିଳିଥିଲା l ତାଙ୍କୁ ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡିଥିଲା l ଦୀର୍ଘଦିନର ସଂଘର୍ଷ ପରେ ମଦର ଇଣ୍ଡିଆ ଫିଲ୍ମ ରେ ସେ ଚର୍ଚ୍ଚା ରେ ଆସିଥିଲେ ଓ ସେହି ଫିଲ୍ମ ସେହିଦିନରେ ସୁପରହିଟ ହୋଇଥିଲା l ଆଜି ସେ ଆମ ଗ୍ରହଣ ରେ ନାହାନ୍ତି ତାଙ୍କ ପୁରୁଣା ଫିଲ୍ମ ଦେଖି ଆମେ ତାଙ୍କୁ ହୃଦୟରେ ରଖିପାରୁଛେ l

ଏହି ଦମଦାର ଅଭିନେତା ଙ୍କ ଝିଅ ହେଉଛନ୍ତି ବାସ୍ତବିକା ପଣ୍ଡିତ ଯିଏକl ଜଣେ ଅଭିନେତ୍ରୀ ଅଟନ୍ତି ସେ 1996 ରେ ତାଙ୍କ ଫିଲ ଏଇସି ଭି କ୍ୟା ଜଲଦି ରୁ ଆରମ୍ଭ କରିଥିଲେ l ଏହା ପ୍ରଥମେ ଦର୍ଶକଏତେ ପସନ୍ଦ କରିନଥିଲେ ତେଣୁକରି ସେ 2006 ରେ ଆହୁରି ଗୋଟେ ଫିଲମ୍ ରେ ନଜର ଆସିଥିଲେ l ଦ ପାୱାର ଅଫ ଶନି ଫିଲ୍ମ ରେ ନଜର ଆସିଥିଲେ l ଏହା ପରେ ତାଙ୍କୁ ଆଉ କୌଣସି ଫିଲ୍ମ ରେ ଦେଖାଯାଇ ନାହିଁ l
ଏହି ଖବର ଟି ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ନିଶ୍ଚୟ ସେୟାର୍ କରି ଦିଅନ୍ତୁ।ଏଭଳି ଖବର ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ।