ସାଉଥ ର ଫେମସ ଅଭିନେତା ଅଭିନେତ୍ରୀ ଙ୍କର ରିଅଲ ଲାଇଫ l ଭାଇ ଓ ଭଉଣୀ
ସାଉଥ ଫିଲ୍ମ ରେ ଜବରଦସ୍ତ ଆକ୍ସନ ଓ ଉତ୍ତମ କାହାଣୀ ପାଇଁ ପୁରା ଭାରତରେ ହିନ୍ଦୀ ଫିଲ୍ମ ସହ ସମାନ ହୋଇସାରିଛି l ଭାରତରେ ସବୁଠାରୁ ଅଧିକ ଲୋକପ୍ରିୟ ଫିଲ୍ମ ହେଉଛି ସାଉଥ ଫିଲ୍ମ l ଆପଣ ସାଉଥ ର ଅଭିନେତା ଅଭିନେତ୍ରୀ ମାନଙ୍କୁ ତ ଜାଣିଥିବେ l ମାତ୍ର ତାଙ୍କ ରିଅଲ ଲାଇଫ ବିଷୟରେ ଜାଣିଛନ୍ତି କି l ଆଜି ଆମେ ଜାଣିବା କିଛି ଜବରଦସ୍ତ ଭାଇ ଭଉଣୀ ଙ୍କ ଯୋଡି ଙ୍କ ବିଷୟରେ :
ସର୍ବ ପ୍ରଥମେ ଚିରଞ୍ଜିବି ଓ ପବନ କଲ୍ୟାଣ l ଦୁଇ ଜଣ ସାଉଥ ଫିଲ୍ମ ର ଜଣାଶୁଣା ସୁପରଷ୍ଟାର ଅଟନ୍ତି l ସେମାନେ ନିଜ ଅଭିନୟ ଓ ଆକ୍ସନ ଦ୍ୱାରା ଦର୍ଶକ ଙ୍କୁ ପ୍ରଭାବ କରିପାରିଛନ୍ତି l ସମ୍ପର୍କ ରେ ଦୁଇ ଜଣ ଭାଇ ଅଟନ୍ତି l

ଦ୍ୱତୀୟରେ ନଗମା ଓ ଜ୍ୟୋତିକା l ବଲିଉଡ ଠୁ ଆରମ୍ଭ କାରି ରାଜନୀତି ଯାଏଁ ସବୁଥିରେ ନଗମା ସଫଳତା ପାଇଛନ୍ତି l ଜ୍ୟୋତିକା ମଧ୍ୟ ସାଉଥ ର ଜଣେ ଭଲ ଅଭିନେତ୍ରୀ ଙ୍କ ଭିତରୁ ଜଣେ l ସେ ତାଙ୍କ ଫିଲ୍ମ ମାଡାମ ଗୀତାରାଣୀ ରେ ବହୁତ ସଫଳତା ହାସଲ କରିଛନନ୍ତି l
ତୃତୀୟରେ ଜୁନିଅର ଏନଟିଆର ଓ ରାମ କଲ୍ୟାଣ l ଏହି ଦୁଇ ଜଣା ହେଉଛନ୍ତି ଭାଇ l ଜଣେ ଫିଲ୍ମ ହିରୋ ତ ଆଉ ଜଣେ ଫିଲ୍ମ ହିରୋ ହେବା ସହ ଜଣେ ପ୍ରଡୁସର l ଏହି ଦୁଇ ଭାଇଙ୍କ ଯୋଡି ସାଉଥ ର ଟପ ଫିଲ୍ମ ରେ ଗଣାଯାଏ l
ଚତୁର୍ଥ ରେ କାଜଲ ଅଗ୍ରୱାଲ ଏବଂ ନିଶା ଅଗ୍ରୱାଲ l କାଜଲ ଅଗ୍ରୱାଲ ସାଉଥ ଇଣ୍ଡଷ୍ଟ୍ରି ରେ ଜଣା ଶୁଣା ନାଁ ଭାବରେ ପରିଚିତ l ନିଶା ଅଗ୍ରୱାଲ ମଧ୍ୟରେ କୌଣସି ଭାବରେ କମ ନୁହନ୍ତି ସେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ରେ ସଫଳତା ପାଇ ସାରିଛନ୍ତି l
ପଞ୍ଚମରେ ରଶ୍ମିକା ମନ୍ଦାନା ଓ ସୁମନ ମନ୍ଦାନା l ରଶ୍ମିକା ଗୀତା ଗୋବିନ୍ଦା ଫିଲ୍ମ ରେ ସଫଳତା ପାଇବା ପରେ ଲୋକଙ୍କର ପ୍ରିୟ ଏବଂ ସ୍ୱପ୍ନରେ ନାଇକା ହୋଇଗଲେ l ତାଙ୍କ ଭଉଣୀ ସୁମନ ତାଙ୍କଠୁଁ ଏବେ ବହୁତ ଛୋଟ୍ ହୋଇଥିବାବେଳେ ରଶ୍ମିକା ଙ୍କ ସହ ତାଙ୍କ ଫୋଟୋ ସବୁବେଳେ ଦେଖିବାକୁ ମିଳେ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।