କେଉଁ ଫୁଲର ରଙ୍ଗ ନାହିଁ କି ବାସ୍ନା ନାହିଁ?୯୯%ଲୋକ ଫେଲ- IAS Question
ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।

ପ୍ରଶ୍ନ : ପୁରା ଦୁନିଆରେ ପାଣି ପରେ ଆଉ କେଉଁ ଜିନିଷକୁ ଲୋକ ଅଧିକ ପିଇଥାନ୍ତି?
ଉତ୍ତର:ଏହାର ଉତ୍ତର ହେଉଛି ଚାହା।ପୁରା ଦୁନିଆରେ ପାଣି ପରେ ଆମେ ଚାହାକୁ ହିଁ ଅଧିକ ମାତ୍ରାରେ ପିଇଥାଉ।
ପ୍ରଶ୍ନ: ଗୋଟିଏ କୁକୁଡାର ଅଣ୍ଡାରୁ ଛୁଆ ଫୁଟାଇବା ପାଇଁ କେତେଦିନ ସମୟ ଲାଗିଥାଏ?
ଉତ୍ତର:ଏହାର ଉତ୍ତର ହେଉଛି ଗୋଟିଏ କୁକୁଡାର ଅଣ୍ଡାରୁ ଛୁଆ ଫୁଟାଇବା ପାଇଁ ୨୧ଦିନ ସମୟ ଲାଗିଥାଏ।
ପ୍ରଶ୍ନ:ସେ କେଉଁ ପକ୍ଷୀ ଯିଏ ନିଜର ପିଲାକୁ ସ୍ତନ୍ୟପାନ କରାଇଥାଏ?
ଉତ୍ତର:ଏହାର ଉତ୍ତର ହେଉଛି,ବାଦୁଡି ପକ୍ଷୀ ନିଜ ପିଲାକୁ ସ୍ତନ୍ୟପାନ କରାଇଥାଏ।
ପ୍ରଶ୍ନ: କେଉଁ ଦେଶରେ ଗୋଟିଏ ବି ମଶା ନାହାନ୍ତି?

ଉତ୍ତର:ଏହାର ଉତ୍ତର ହେଉଛି, ଆଇସଲ୍ୟାଣ୍ଡ ଦେଶରେ ଗୋଟିଏ ବି ମଶା ନାହାନ୍ତି।
ପ୍ରଶ୍ନ: ମୋବାଇଲ ଫୋନ ର ଉଦ୍ଭାବନ କିଏ କରିଥିଲେ?
ଉତ୍ତର: ଏହାର ଉତ୍ତର ହେଉଛି, ମୋବାଇଲ ଫୋନ ର ଉଦ୍ଭାବନ ମାର୍ଟିନ କୁପର କରିଥିଲେ।
ପ୍ରଶ୍ନ: ଦୁନିଆରେ କେଉଁ ଦେଶର ଲୋକ ମାନେ ଅଧିକ ଶୋଇଥାନ୍ତି?
ଉତ୍ତର:ଏହାର ଉତ୍ତର ହେଉଛି, ଦୁନିଆରେ ଫ୍ରାନ୍ସ ଦେଶର ଲୋକ ମାନେ ଅଧିକ ଶୋଇଥାନ୍ତି।
ପ୍ରଶ୍ନ: କେଉଁ ଦେଶର ଲୋକ ମାନେ ଗଛ ଉପରେ ଘର କରି ରହିଥାନ୍ତି?
ଉତ୍ତର:ଏହାର ଉତ୍ତର ହେଉଛି, କଙ୍ଗୋବେସିନ ଦେଶର ଲୋକ ମାନେ ଗଛ ଉପରେ ଘର କରି ରହିଥାନ୍ତି।
ପ୍ରଶ୍ନ: ଆତ୍ମା ଶରୀରର କେଉଁ ଅଙ୍ଗରେ ରହିଥାଏ?
ଉତ୍ତର: ଏହାର ଉତ୍ତର ହେଉଛି,ଆତ୍ମା ଶରୀରର ପ୍ରତ୍ୟେକ ଅଙ୍ଗରେ ରହିଥାଏ।
ପ୍ରଶ୍ନ:କେଉଁ ଜୀବ ଗୋଡ ନଥାଇ ମଧ୍ୟ ଜୋରସେ ଦଉଡି ଥାଏ?
ଉତ୍ତର: ଏହାର ଉତ୍ତର ହେଉଛି, ସାପର ଗୋଡ ନଥାଇ ମଧ୍ୟ ଜୋରସେ ଦଉଡି ଥାଏ।
ପ୍ରଶ୍ନ: ଏମିତି କେଉଁ ଜୀବ ଅଛି ଯିଏକି ଆଖି ନ ଥାଇ ଜନ୍ମ ହୋଇଥାଏ?
ଉତ୍ତର:ଏହାର ଉତ୍ତର ହେଉଛି, ଜିଆ ହିଁ ଏମିତି ଏକ ଜୀବ ଅଟେ ଯିଏକି ଆଖି ନ ଥାଇ ଜନ୍ମ ହୋଇଥାଏ।
ପ୍ରଶ୍ନ: କେଉଁ ଫୁଲ ର ରଙ୍ଗ ନାହିଁ କି ବାସ୍ନା ମଧ୍ୟ ନାହିଁ?
ଉତ୍ତର:ଏହାର ଉତ୍ତର ହେଉଛି ଏପ୍ରିଲ ଫୁଲ୍, ହଁ ବନ୍ଧୁଗଣ ଏହାର ରଙ୍ଗ ନାହିଁ କି ବାସ୍ନା ମଧ୍ୟ ନାହିଁ।ଏହା ଅତି କୌତୁଳଜନ ଓ ମଜାଳିଆ ପ୍ରଶ୍ନ ଥିଲା।
ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଫଲୋ କରନ୍ତୁ ଧନ୍ୟବାଦ।