ଗାଡି ର କାହିଁକି ହୁଏ ବ୍ରେକ ଫେଲ l ବ୍ରେକ ଫେଲ ହେଲେ କଣ କରିବେ?

ଗାଡି ର କାହିଁକି ହୁଏ ବ୍ରେକ ଫେଲ l ବ୍ରେକ ଫେଲ ହେଲେ କଣ କରିବେ?

ସାଧାରଣତଃ ବିପଦ କେତେବେଳ କେଉଁ ମାର୍ଗରେ ଆସେ ତାହା କହିକି ଆସେନାହିଁ l ଆଉ ଯେତେବେଳେ ଆସେ ସବୁ ଛାରଖାର କରିଦିଏ l ତେଣୁ ସତର୍କ ରହିଲେ ହିଁ ଆମେ କିଛି ମାତ୍ରା ରେ ରକ୍ଷା ପାଇପାରିବା l ସେହି ମଧ୍ୟରେ ନୂଆବର୍ଷ ଆରମ୍ଭ ହୋଇ ସାରିଛି l କେହି ନିଜ ସାଙ୍ଗ ସାଥି ମେଳରେ ବୁଲି ଗଲେଣି ତ କେହି ସାଙ୍ଗ ସାଥି ମେଳରେ ବଣ ଭୋଜି କରୁଛନ୍ତି l ଏପରି ସ୍ଥଳ ରେ ଯଦି ଆପଣ ଯାତ୍ରା କେଉଁଠିକି କରୁଛନ୍ତି ସେହି ସମୟରେ ଆପଣଙ୍କ ଯାତ୍ରା ଫେଲ ହୋଇଯାଏ l ଏଭଳି ପରିସ୍ଥିତି ରେ ଡରିବା ତ ସ୍ୱାଭାବିକ କଥା କିନ୍ତୁ ଆପଣଙ୍କ ଡର ହିଁ ଆପଣଙ୍କ କାଳ ସାଜିପାରେ l

ଆପଣଙ୍କୁ ଯଦି ଏପରି କେଭେ ପରିସ୍ଥିତି ର ସାମ୍ନା କରିବାକୁ ପଡେ ତେବେ ଆପଣଙ୍କୁ ନା ଡରି କିଛି ଗୁରୁତୁପୁର୍ଣ ଉପାୟ କରିବାକୁ ହେବା l ସର୍ବ ପ୍ରଥମେ ଗାଡି ର ଗତି କୁ ଧୀରେ ଧୀରେ କରନ୍ତୁ ଆଉ ନିଜ କଣ୍ଟ୍ରୋଲ କରି ନିୟନ୍ତ୍ରଣ ରେ ଆଣନ୍ତୁ l ବାରମ୍ବାର ବ୍ରେକ ପେଡାଲ ଉପରେ ଚାପ ପକାନ୍ତୁ ଏହାଦ୍ୱାରା ବ୍ରେକ କୁ ସଠିକ ପ୍ରେସର ମିଳିପାରେ ଆଉ ବ୍ରେକ ପୁଣି ଥରେ ଆଗଭଳି କାମ କରିବା ଆରମ୍ଭ କରେ l ଚେଷ୍ଟା ଜାରି ରଖନ୍ତୁ l

ଯଦି ଗାଡି ଟପ ଗିଅର ରେ ରହିଛି ତେବେ ତାକୁ ଲୋୟାର ଗିଅର କୁ ଆଣିବାକୁ ଚେଷ୍ଟା କରାନ୍ତୁ l ଗାଡି କୁ ଫାଷ୍ଟ ଗିଅର ରେ ଆଣିବା ପାଇଁ ଚେଷ୍ଟା କରନ୍ତୁ l ଏଭଳି ପରିସ୍ଥିତି ରେ ନିଉଟ୍ରାଲ ରେ ଆଦୌ ଚାଲନ୍ତୁ ନାହିଁ l କାରଣ ଏହା କରିବା ଦ୍ୱାରା ଆପଣ ଆପଣଙ୍କ ଗାଡି ଉପରେ ନିୟନ୍ତ୍ରଣ ହରାଇ ପାରନ୍ତି l ଭୁଲ ରେ ରିଭର୍ସ ଗିଅର ଲଗାନ୍ତୁ ନାହିଁ ଏହା ଦ୍ୱାରା ପଛରେ ଆସୁଥିବା ଗାଡି ଦୁର୍ଘଟଣା ର ଶିକାର ହୋଇପାରନ୍ତି l

କେବଳ କ୍ଲଚ ବ୍ୟବହାର କରନ୍ତୁ ଏକସିଲେଟର ବିଲକୁଲ ବି ବ୍ୟବହାର କରନ୍ତୁ ନାହିଁ l ଯଦି ଆପଣ ଟ୍ରାଫିକ ରେ ଅଛନ୍ତି ତେବେ ହର୍ନ, ହେଜର୍ଡ ଲାଇଟ, ଇଣ୍ଡିକେଟର ଦେଇ ଅନ୍ୟ ଗାଡି ମାନଙ୍କୁ ଇସାରା ଦିୟନ୍ତୁ l

ଏଭଳି ପରିସ୍ଥିତି ରେ ଗାଡି ର ଏଆର କଣ୍ଡିସନ ଅନ କରିଦିଆନ୍ତୁ l ଯାହାଦ୍ୱାରା ଇଂଜିନ ଉପରେ ଚାପ ବଢିବ ସ୍ପିଡ଼ ମଧ୍ୟ କିଛି ମଧ୍ୟ କିଛି ମାତ୍ର ରେ କମିଯିବ l ଯଦି ପାଖରେ କେଉଁଠୀ ବାଲିଗଦା କିମ୍ବା କାଦୁଅ ରହିଯାଏ ତେବେ ଇଅରିଂ ହ୍ଵୀଲି କୁ କଂଟ୍ରୋଲ କରି ଗାଡି କୁ ସେଥିରେ ଚଢାଇ ଦିୟନ୍ତୁ l ଏହା ଦ୍ୱାରା ଗାଡିର ସ୍ପିଡ଼ ବହୁ ମାତ୍ର ରେ କମିଯିବ l

ସେହି ଭଳି ଗାଡି ଯଦି ହାଇ ସ୍ପିଡ଼ ରେ ରହିଥାଏ l ତେବେ ହଠାତ ହାଣ୍ଡ ବ୍ରେକ ମାରନ୍ତୁ ନାହିଁ l ଏହା ଦ୍ୱାରା ପଛ ଚକା ଲକ ହୋଇଯିବ l ଏବଂ କାର ଓଲଟି ଯିବାର ସମ୍ଭାବନା ମଧ୍ୟରେ ରହିଥାଏ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.