ରାଣୀ ପଣ୍ଡା ପ୍ରେମର ବିଫଳତା ପାଇଁ ଓଡିଶା ଛାଡିଛନ୍ତି l ଲାଇଭ ଭିଡିଓ ରେ କାନ୍ଦି କାନ୍ଦି କହିଲେ ସବୁ ଘଟଣା : ଦେଖନ୍ତୁ

ରାଣୀ ପଣ୍ଡା ପ୍ରେମର ବିଫଳତା ପାଇଁ ଓଡିଶା ଛାଡିଛନ୍ତି l ଲାଇଭ ଭିଡିଓ ରେ କାନ୍ଦି କାନ୍ଦି କହିଲେ ସବୁ ଘଟଣା : ଦେଖନ୍ତୁ

ବିବାଦୀୟ ରାଣୀ ପଣ୍ଡା ସଦା ସର୍ବଦା ଲୋକ ଲୋଚନରେ ରହି ଆସୁଥିଲେ l ତାଙ୍କୁ ଅନେକ ଲୋକ ଭଲ ପାଉଥିବା ବେଳେ ଅନେକ ଲୋକ ତେଢା ନଜର ରେ ଦେଖୁଥିଲେ l ମାତ୍ର ରାଣୀ ପଣ୍ଡା ସବୁକିଛି ସହି ଯାଉଥିଲେ ମାତ୍ର ଏବେ ସହିବାର ସୀମା ଅଧିକ ରୁ ଅତ୍ୟଧିକ ହୋଇଯିବାରୁ ତାଙ୍କୁ ଓଡିଶା ଛାଡିବାକୁ ପଡିଛି l ଆଉଥରେ ନୂଆ ଜୀବନ ଆରମ୍ଭ କରିବାକୁ ଚେଷ୍ଟା କରିଛନ୍ତି l ବାରମ୍ବାର ନିଜର ପ୍ରିୟଲୋକ ମାନେ ବାରମ୍ବାର ପଚାରୁଥିବା ବେଳେ କାରଣ ଦର୍ଶାଇଛନ୍ତି ରାଣୀ ପଣ୍ଡା ତାହା ପୁଣି ଏକ ଭିଡିଓ ମାଧ୍ୟମରେ l

ରାଣୀ କହିଛନ୍ତି : ମୁଁ ଜଣଙ୍କୁ ମୋ ଜୀବନଠାରୁ ଅଧିକ ଭଲପାଏ l କିନ୍ତୁ ସେ ମୋର ହୋଇପାରିଲାନି କି କେଭେ ମଧ୍ୟ ହେବନି l ମୁଁ ଜୀବନରେ ପୁରା ଭାଙ୍ଗି ଗଲିଣି ମୋର ଆଉ କାହା ଉପରେ ବରଷା ବିଶ୍ୱାସ ଆସୁନି l ମୁଁ ବାଧ୍ୟ ହୋଇ ଓଡିଶା ଛାଡ଼ିଲି ବାହାରେ ରହିବି ବାହାରେ ଷ୍ଟ୍ରଗଲ କରିବି l

ମୁଁ ସର୍ବପ୍ରଥମେ ବାର ଡ୍ୟାନ୍ସର ଥିଲି ଏବଂ ସେଠାରେ ଗୀତ ଗାଏ ମଧ୍ୟ ସେଇଠାରୁ ହିଁ ମୋ କ୍ୟାରିଅର ଆରମ୍ଭ କରିଥିଲି l ସେ ମୋ ଜୀବନର ପ୍ରଥମ ପାହାଚ ଥିଲା l ସେହିଠାରୁ ଯାତ୍ରା, ଗୀତ, ଡ୍ୟାନ୍ସ, ସବୁକିଛି ରେ ସଫଳତା ପାଇ ପାରିଥିଲି l ଏବେ ପୁଣି ଥରେ ସେହିଠାରୁ ଜୀବନ ଆରମ୍ଭ କରିବାକୁ ଯାଉଛି l

ମତେ କେହି ବୁଝିପାରିଲେ ନାହିଁ l ଓଡିଶା ର କିଛି ଲୋକ ମତେ ଶାନ୍ତି ରେ ରଖିବାକୁ ଦେଲେନି ମୁଁ ଗୋଟେ ଆର୍ଟିଷ୍ଟ ବୋଲି ଇଣ୍ଡଷ୍ଟ୍ରି ବୁଝିପାରିଲାନି l ମୁଁ ଭଲ କାମ ପାଇପାରିଲି ନାହିଁ l ସବୁ ପ୍ରକାର ର ଅସୁବିଧା ରେ ମୁଁ ଫସିଗଲି ସେଥିପାଇଁ ଓଡ଼ିଶାରେ ରହିବାକୁ ଆଉ ଇଚ୍ଛା ନାହିଁ l

ପାଖରେ ବ୍ୟାଙ୍କ ବାଲାନ୍ସ ଅଛି ନା କାହାର ସପୋର୍ଟ l ଏହି ପରିସ୍ଥିତି ରେ ମୁଁ ଓଡିଶା ଛାଡିବାକୁ ବାଧ୍ୟ ହେଲି l ଜୀବନରେ କିଛି କରିବି ଆଗକୁ ଯିବି l ନୂଆ ଜୀବନ ର ଆରମ୍ଭ କରିବା ଉଦେଶ୍ୟ ନେଇ ଓଡିଶା ଛାଡ଼ିଛି l : ଏହିପରି ଭିଡ଼ିଓ ରେ ମନ୍ତବ୍ୟ ରଖିଛନ୍ତି ରାଣୀ ପଣ୍ଡା l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.