ରାମ ରୋଲ ରେ ସୁର ଭାଇ l ରାବଣ ବଧ ନାଟକ କରିବେ କି ସୁର l

ରାମ ରୋଲ ରେ ସୁର ଭାଇ l ରାବଣ ବଧ ନାଟକ କରିବେ କି ସୁର l

ସୁର ଭାଇ ସବୁବେଳେ ଭିର୍ନ ଭିର୍ନ ଅନ୍ଦାଜ ରେ ଲୋକଙ୍କୁ ଆନନ୍ଦିତ କରିଥାନ୍ତି l ତାଙ୍କୁ ଲୋକ ରୋକଠୋକ କଥା କହୁଥିବା ହେତୁ ପସନ୍ଦ କରନ୍ତି l ଖୋଲା ହୁଦୟ ବ୍ୟକ୍ତି ହେଉଛନ୍ତି ସୁର ଭାଇ l ତାଙ୍କର ଏହିପରି ରାମ ଅବତାର ରୂପ ନେଇ ସୁଟିଙ୍ଗ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି l ସୁର ଙ୍କ କହିବା ଅନୁଯାଇ : ଭାଇ ମାନେ ଚିନ୍ତା କଲେ ଏବେ ଯେଉଁ ଶାସନ ଚାଲିଛି ଲଙ୍କା ଶାସନ ଯାହାକୁ ଆମେ ରାକ୍ଷସ ଶାସନ ବୋଲି କହିବା l ଏହି ଶାସନ ରୁ ମୁକ୍ତି ପାଇବାକୁ ହେଲେ ତାଙ୍କୁ ରାମ ହେବାକୁ ପଡିବ ବୋଲି ଲୋକେ କହିଛନ୍ତି l

ରାମଚନ୍ଦ୍ର ଯେମିତି ରାବଣ କୁ ବଧ କରିଥିଲେ l କୁମ୍ଭକର୍ଣ୍ଣ କୁ ବଧ କରିଥିଲେ ଏମିତି ki ମହିରାବଣ କୁ ମଧ୍ୟ ବଧ କରିଥିଲେ l ଇନ୍ଦ୍ରଜିତ ଙ୍କୁ ବଧ କରିଥିଲେ l ଶାନ୍ତି ଆଣିବା ପାଇଁ କୃଷିର ବିକାଶ କରିଥିଲେ l ରାଜ୍ୟର ବିକାଶ କରିଥିଲେ l ଶାନ୍ତି ଆଣିବା ପାଇଁ ଚେଷ୍ଟା କରିଥିଲେ l ଭାତୃଭାବ ସୃଷ୍ଟି କରିଥିଲେ l ଚରିତ୍ର ବାନ ଥିଲେ ରାମଚନ୍ଦ୍ର l

ଆଜି ତାଙ୍କରି ରୋଲ କରି ପିଲାମାନଙ୍କ ଅଭିଭାବ ଙ୍କୁ ଅନୁରୋଧ କରୁଛି କି ତାଙ୍କ ପିଲାମାନଙ୍କୁ ମଦଖାଇବେନି , ବ୍ରାଉନ ସୁଗାରଖାଇବେନି , ଗଂଜେଇ ଖାଇବେନି, ନିଶା ଖାଇବେନି ପାଠ ପଢିବେ, ଖରାପ ଦିଗକୁ ଯିବେନି l

ରାମ ଙ୍କର ଯେଉଁ ଚରିତ୍ର ମର୍ଯ୍ୟାଦାପୁରୁଷୋତମ ରାମଚନ୍ଦ୍ର ସେ ଶାନ୍ତି ର ବାତା ବରଣ ସୃଷ୍ଟି କରିଥିଲୋ l ଏବଂ ଏବେ ଯଦି ଅରାଜକତା ହୋଇଛି କରୋନା ଭଳି ମହାମାରୀ ଆସିଛି l ଭାରତ ର ପ୍ରଧାନମନ୍ତ୍ରୀ ଯେଉଁ ଦଳର ହୁଅନ୍ତୁ ଭାରତର ମୁଖ୍ୟମନ୍ତ୍ରୀ ଯେଉଁ ଦଳର ହୁଅନ୍ତୁ l ଆସନ୍ତୁ ଆମେ ସମସ୍ତେ ମିଶିବା l ଆମ ରାଜ୍ୟ ତଥା ଦେଶରେ ଯେଉଁ ଦୁର୍ନୀତି ଚାଲିଛି l ତା ଉପରେ ରୋକ ଲଗାଇବା l

ଯେ ସବୁ ଦୁର୍ନୀତି ଚାଲିଛି, ଜମି ହଡପ, କାମ ବାହାନାରେ ପଇସା ହଡପ ସେ ସବୁ କୁ ରୋକିବାପାଇଁ ସମସ୍ତଙ୍କୁ ଏକ ହେବାକୁ ପଡିବ l ଏହିପରି ଭାବରେ ମନ୍ତବ୍ୟ ରଖି ବେଶ ଚର୍ଚାରେ ଏବେ ଅଛନ୍ତି ସୁର ଭାଇ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.