ଏହି ଦିନମାନଙ୍କରେ ସହବାସ କରନ୍ତୁ ନାହିଁ। ଓଡ଼ିଆ ସାଧୁବାଣୀ।
ବୈବାହିକ ଜୀବନକୁ ନେଇ ଅନେକ କଟକଣା ରହିଛି।ସେଥିରେ ସ୍ୱାମୀ ସ୍ତ୍ରୀଙ୍କ ସହବାସ ପ୍ରଚଳିତ।ସାମୁଦ୍ରିକ ଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀ ବିବାହାଠାରୁ ଆରମ୍ବ କରି ସହବାସ ପରି ସବୁର ସମସ୍ୟା ଏବଂ ସମାଧାନ ରହିଛି।ସମ୍ପର୍କକୁ ନେଇ ଏଥିରେ ଉଲ୍ଲେଖ ରହିଛି ଯେ କେଉଁ କେଉଁ ଦିନମାନଙ୍କରେ ସହବାସ କରିବେ ନାହିଁ।ଅନୁମୋଦିତ ଦିନ ଅନୁସାରେ ସମ୍ପର୍କ ସ୍ଥାପନ କରିଲେ ଉତ୍ତମ ଫଳ ମିଳିଥାଏ।
ଶାସ୍ତ୍ର ଅନୁସାରେ ସେହି ଦିନ ଗୁଡିକ ହେଲେ,ଅମାବାସ୍ୟା, ପୂର୍ଣ୍ଣିମା, ଚନ୍ଦ୍ର ଗ୍ରହଣ, ସୂର୍ଯ୍ୟପରାଗ,ଏବଂ ମାସିକ ଋତୁସ୍ରାବ ପରବର୍ତ୍ତୀ ଚାରି ଦିନରେ ସହବାସ ରଖିବା ଅନୁଚିତ।ସାମୁଦ୍ରିକ ଶାସ୍ତ୍ରରେ ଆହୁରି ମଧ୍ୟ କୁହାଯାଇଛି ଯେ

ମହା ଶିବରାତ୍ରୀ,ନବରାତ୍ର ଏବଂ ଦୀପାବଳି ଦିନମାନଙ୍କରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ରଖିବା ପାଇଁ ବର୍ଜିତ କରାଯାଇଛି।ଶାସ୍ତ୍ରରେ ଏହାର କାରଣ ମଧ୍ୟ କୁହାଯାଇଛି।କାରଣ ହେଉଛି ଏହି ଦିନମାନଙ୍କରେ ସୂର୍ଯ୍ୟ ଓ ଚନ୍ଦ୍ର ଗୋଟିଏ ସରଳ ରେଖାରେ ଵିଦ୍ୟମାନ ହୁଅନ୍ତି।ଏହିଦିନ ଏମାନଙ୍କ ସମିଳନ ପୁରୁଷ ଓ ସ୍ତ୍ରୀ ଉପରେ ପଡେ।ଯାହାଦ୍ୱାରା ସେଦିନ ରକ୍ତ, ରସ, ପ୍ରାଣ ଏବଂ ଲହୁ ଶରୀରରେ ନ ଥାଏ।
ଏହିଦିନ ମାନଙ୍କରେ ସ୍ତ୍ରୀ ଗର୍ଭ ଧାରଣ କରିପାରେ ନାହିଁ।ଯଦି ଗର୍ଭ ଧାରଣ ହେଲା,ତେବେ ସ୍ତ୍ରୀକୁ ବହୁତ କଷ୍ଟ ସମ୍ଭାଳିବାକୁ ହୋଇଥାଏ।ଯଦିଓ ସନ୍ତାନ ଜନ୍ମ ହେଲା ତେବେ ସେ ନିୟମିତ ସମୟ ବ୍ୟବଧାନରେ ହୋଇନଥାଏ।ହେଲେ ସେ ବିକଳାଙ୍ଗ, ରୋଗୀ, ଅଳ୍ପ ଆୟୁଷ, ଏବଂ କୁ ସନ୍ତାନ ଜନ୍ମ ହୋଇଥାଏ।ଯାହାଦ୍ୱାରା ପରିବାର ଲୋକେ ସବୁବେଳେ ଆସନ୍ତି ହେବେ।ଧନର ଅଭାଵ ଦେଖାଯିବ,ଫସଲ ଅମଳ ଶେଷ ହୋଇଯିବ।ଏମିତି ବହୁତ କିଛି ଅଶୁଭ ହୋଇଥାଏ।ତେଣୁ ଏହି ଦିନମାନଙ୍କରେ ସହବସ ନକଲେ ନିଜେ ଏବଂ ନିଜ ସନ୍ତାନ ଓ ନିଜ ପରିବାର ସହ ଖୁସିରେ ଓ ଶାନ୍ତିରେ ଜୀବନ କାଟିବେ।
ଆମ ସାଧାରଣ ଜୀବନ ରେ ବହୁତ ଶିକ୍ଷା ପାଇ ପାରିବା ଏବଂ ଯେ କୌଣସି କମ୍ପିଟେଟିଭି ପରୀକ୍ଷାରେ ମଧ୍ୟ ଏହିପରି ପ୍ରଶ୍ନ ଆସିଥାଏ। ଏହାର ଅର୍ଥ କୁ ବୁଝି ଠିକ ଭାବେ ସଦୁପଯୋଗ କରିପାରିଲେ ଆମେ ଦେଇଥିବା ଏହି ପୋଷ୍ଟ ର କିଛି ମଧ୍ୟ ଶୁଲଭ ମୂଲ୍ୟ ମିଳିଲା ବୋଲି ଆମେ ମନେ କରିବୁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।