ଓଲିଉଡରେ ହୋଇଥିବା ଏହି 7ଟି ଛାଡପତ୍ର ଯୋଡ଼ି କୁ ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ,ଶୀଘ୍ର ଦେଖନ୍ତୁ

ଓଡ଼ିଶାର ଫିଲ୍ମ ଦୁନିଆର ଏହି ଚର୍ଚ୍ଚିତ ସେଲିବ୍ରେଟି ମାନଙ୍କ ଛାଡପତ୍ର ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ପ୍ରେମ ତ ହେଉ ହେଉ ହେଇଯାଏ କିନ୍ତୁ ପରେ ଏହାକୁ ସମ୍ଭାଳିବା କଷ୍ଟକର ହୋଇପଡ଼େ। ଏହି ବାକ୍ୟ ଟି ଏହି ମାନଙ୍କ ପାଇଁ ପ୍ରଯୁଜ୍ୟ ଅଟେ।ଆଜିର ଆର୍ଟିକିଲ ରେ ଆମେ ଆପଣ ମାନଙ୍କୁ କହିବୁ ଓଲିଉଡ ରେ ହୋଇଥିବା କିଛି ଛାଡପତ୍ର ବିଷୟରେ। ଏହି ଯୋଡ଼ି ମାନେ ଅଭିନୟ କରୁ କରୁ ପ୍ରେମରେ ପଡ଼ିଥିଲେ ମଧ୍ୟ ପରେ କୌଣସି କାରଣରୁ ପରସ୍ପର ମଧ୍ୟରେ ତିକ୍ତତା ର ସମ୍ମୁଖୀନ ହୋଇ ପରସ୍ପରକୁ ଛାଡପତ୍ର ଦେବାପାଇଁ ନିଷ୍ପତ୍ତି ନେଇଥିଲେ।

1) ବର୍ଷା -ଅନୁଭବ : ନିକଟରେ ସବୁଠୁ ଚର୍ଚ୍ଚା ରେ ଆସିଛି ଏହି ଯୋଡି। ସିନେମା ରେ ଅଭିନୟ କରୁ କରୁ ଉଭୟ ପ୍ରେମରେ ପଡିଯାଇଥିଲେ ପରେ 2014ରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହେଇଥିଲେ। କିନ୍ତୁ ଇତିମଧ୍ୟରେ ସେମାନଙ୍କ ପ୍ରେମ ମଉଳି ସାରିଲାଣି ,ଉଭୟ ଛାଡପତ୍ର ପାଇଁ କୋର୍ଟ ର ଦ୍ୱାରସ୍ତ ହେଇସାରିଲେଣି। ଅନୁଭବ ବର୍ଷା ମଦ୍ୟପାନ କରି ମାଡ ମାରିଥିବାର ବର୍ଷା ଅଭିଯୋଗ କରିଛନ୍ତି।

2) ଅନୁ ଚୌଧୁରୀ: ଓଡ଼ିଆ ସିନେମା ର ଆଗ ଧାଡି ର ନାୟିକା ଅନୁ ଚୌଧୁରୀ ସନ୍ଦୀପ ମିଶ୍ର ଙ୍କ ସହିତ ବିବାହ ବନ୍ଧନ ରେ ବାନ୍ଧି ହେଇଯାଇଥିଲେ କିନ୍ତୁ ପରସ୍ପର ସହିତ ଖାପ ଖୁଆଇ ନପାରି ଶେଷରେ ଉଭୟ ଛାଡପତ୍ର ଦେଇଦେଇଥିଲେ ।

3) ଅଭିନେତା ଚନ୍ଦନ ଏବଂ ଜୁଲି :

ଅଭିନେତା ଚନ୍ଦନ ଏବଂ ଜୁଲିଙ୍କ ବିବାହ ପରେ ,ଚନ୍ଦନ ଙ୍କ ଵିପକ୍ଷରେ ଯୌତୁକ ଅଭିଯୋଗ ଆଣିଥିଲେ ପତ୍ନୀ ଜୁଲି ।ଏବଂ ପରେ ଏହା ଅସହ୍ୟ ହେବା ସହିତ ଶେଷରେ ଉଭୟ ଙ୍କ ମଧ୍ୟରେ ଛାଡପତ୍ର ହେଇଥିଲା ।

4) ଅସୀମା ପଣ୍ଡା ଏବଂ ମାନସ ମିଶ୍ର :
ସଂଗୀତ ଜଗତର କୋକିଳକଣ୍ଠି ତଥା ସମସ୍ତଙ୍କ ପ୍ରିୟ ଗାୟିକା ଅସୀମା ପଣ୍ଡା ବିବାହ ପରେ ତାଙ୍କ ସ୍ୱାମୀ ଅସୀମା ଙ୍କୁ ଗୀତ ଗାଇବାକୁ ବାରଣ କରୁଥିଲେ ,ସଂଗୀତ ରେ ଗଢ଼ା ଆତ୍ମା ଟା ସଂଗୀତ ବିନା କେମିତି ବଞ୍ଚିବ ? ତେଣୁ ସ୍ୱାମୀ ଙ୍କୁ ସଙ୍ଗୀତ ପାଇଁ ଦୂରେଇଦେଲେ ଅସୀମା ।ଉଭୟଙ୍କର ଛାଡପତ୍ର ହେଇଛି ।

ସବ୍ୟସାଚି-ସୀମା :
ଓଡ଼ିଆ ସିନେମା ର ର ଚକଲେଟ ହିରୋ ତଥା ଲକ ଡାଉନ ର ଅସଲ ହିରୋ ସବ୍ୟସାଚୀ ନିଜ ବାନ୍ଧବୀ ଙ୍କୁ ଭଲ ପାଇ ବିବାହ କରିଥିଲେ କିନ୍ତୁ ସେମାନଙ୍କ ଭିତରେ ଭଲ ପଡିଲାନି ପରେ ଉଭୟ ସହମତିକ ଭାବରେ ୨୦୧୩ରେ ଛାଡପତ୍ର ଦିଆ ନିଆ ହେଇଥିଲେ ।

7) ସିର୍ଦ୍ଧାନ୍ତ -ରଚନା :
ଆଜିପର୍ଯ୍ୟନ୍ତ ଯଦି କୌଣସି ବଙ୍ଗୀୟ ନାୟିକା ଓଡ଼ିଆ ଙ୍କ ମନରେ ସେମିତି ସାଇତି ରହିଛନ୍ତି ସେ ହେଉଛନ୍ତି ରଚନା ବାନାର୍ଜୀ I ରଚନା ଏବଂ ଶୀର୍ଦ୍ଧାନ୍ତ ଙ୍କ ଯୋଡି ଥିଲା ସବୁଠାରୁ ଚର୍ଚିତ I ଉଭୟ ପରସ୍ପର କୁ ବିବାହ କରିଥିଲେ ତେବେ 2004 ମସିହାରେ ଉଭୟ ଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ,ରଚନା ପ୍ରବଳ ବାସୁ ଙ୍କୁ ବିବାହ କରିଥିଲେ ଏବଂ ସିଦ୍ଧାନ୍ତ ମାମା ମିଶ୍ର ଙ୍କୁ I

ଏଭଳି ମଧ୍ୟ କିଛି ଓଲିଉଡ଼ ଯୋଡ଼ି ଥିଲେ ଯେଉଁମାନଙ୍କ ବିବାହ ପରେ ଯୋଡି ମଧ୍ୟରେ କିଛି ତିକ୍ତତା ଦେଖିବାକୁ ମିଳିଥିଲେ ମଧ୍ୟ ସେମାନେ ପରସ୍ପର ମଧ୍ୟରେ ସମାଧାନ କରିନେଇଥିଲେ, ଏବଂ ପରେ ଏକ ସଫଳ ଯୋଡି ଭାବରେ ବିବେଚନା ହୋଇଥିଲେ।ତେବେ ଏମାନଙ୍କ ବ୍ୟତୀତ ପାର୍ବତୀ ଘୋଷ ଓ ଗୌର ଘୋଷ, ବିଜୟ-ତନ୍ଦ୍ରା, ଉତ୍ତମ-ଅପରାଜିତା ଙ୍କ ଯୋଡି ସଫଳ ହେଇଛି। ଅବଶ୍ୟ ଉତ୍ତମ ମହାନ୍ତି -ଅପରାଜିତା ଙ୍କ ମଧ୍ୟରେ କୌଣସି କାରଣ ରୁ ଚର୍ଚ୍ଚା ହୋଇଥିଲା ତେବେ ପରେ ଉଭୟ ଏକାଠି ହେଇଯାଇଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.