Tunguru – Barsha Love story the end ; ନିଜ ବାହାଘରକୁ ନେଇ କଣ କହିଲେ Tunguru Bhola, ଦେଖନ୍ତୁ Video

ସୋସିଆଲ ମିଡିଆରେ ଆପଣମାନେ ସମସ୍ତେ ବହୁଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ଓ ବର୍ଷା ଭୋଳ ଲଭ୍ ଷ୍ଟୋରୀ ଖବର ଶୁଣିଥିବେ । ସାରା ରାଜ୍ୟରେ ଏବେ ଏମାନଙ୍କ ଚର୍ଚ୍ଚା ଚାଲିଛି । ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ଏହି ଘଟଣାର । ଜଣେ ବିବାହିତା ମହିଳା ତାଙ୍କର ଆଉ ତାଙ୍କ ସ୍ବାମୀଙ୍କର ଇଜ୍ଜତ ମହତ ଭୁଲି ଏଭଳି କିଛି କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ସେ ନିଜ ସ୍ଵାମୀଙ୍କ କଥା ଭୁଲି ଯାଇ ଜଣେ ଯୁବକଙ୍କ ପ୍ରେମରେ ପଡିଛନ୍ତି । ଆଉ ସେ ଜିଦ୍ ଧରି ବସିଛନ୍ତି କି ମୁଁ ସେହି ଯୁବକକୁ ବିବାହ କରିବି ।

ଆଉ ସେ ଏହି ଘଟଣାକୁ ନେଇ ଅଭିଯୋଗ ମଧ୍ୟ କରିଥିଲେ ପୋଲିସ ଷ୍ଟେସନରେ । କିନ୍ତୁ ଏବେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ଟୁଙ୍ଗୁରୁ ଭୋଳ ଆଉ ବର୍ଷାଙ୍କ ପ୍ରେମ କାହାଣୀରେ ଆସିଛି ନୂଆ ମୋଡ଼ । ଏବେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଟୁଙ୍ଗୁରୁ ଭୋଳ ଗଣମାଧ୍ୟମ ଆଗରେ କହିଛନ୍ତି, ମୁଁ ଗୋଟେ ଅଟୋ ଡ୍ରାଇଭର ମୁଁ କଣ ତାକୁ ବାହା ହେଇ ପାରିବି । ମୁଁ। କଣ ତାକୁ ଖୁସିରେ ରଖିପାରିବି । ଆଉ ତାର ସ୍ଵାମୀ ଅଛନ୍ତି ପୁଅ ଅଛନ୍ତି ସେ ତାଙ୍କ ମାନଙ୍କ ସହିତ ରହିବା କଥା ।

ଆଉ ମୁଁ ମୋ ବାପାମାଆଙ୍କ ଇଚ୍ଛାରେ ବାହା ହେବି । ମୋ ବାପା ମା କଣ ରାଜି ହେବେ ଏହି ଭଳି ଜଣେ ବିବାହିତା ମହିଳାଙ୍କ ସହିତ ମୋତେ ବିବାହ କରିବାକୁ । ଆଉ ସେ ମୋତେ କୋର୍ଟ ମ୍ୟାରେନ୍ କରିବାକୁ କହିଲେ ଆଉ ମୁଁ। ମନା କରିବାରୁ ଏତେ ସବୁ ଘଟଣା ହେଲା । ଆଉ ତାଙ୍କ ବୟସ ୪୦ ବର୍ଷ ମୋତେ ୨୧ ବର୍ଷ ମୁଁ କେମିତି ବାହା ହେବି ତାଙ୍କୁ ? ଆଉ ମୁଁ ତାକୁ ନାହିଁ କରିବାକୁ ସେ ଏମିତି ସବୁ କରିଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

Leave a Reply

Your email address will not be published.