ଆଜିକାଲି ଦୁନିଆରେ ନେତା, ମନ୍ତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ବା ସରକାରୀ କର୍ମଚାରୀମାନେ ସରକାରଙ୍କୁ ଠକିବାକୁ ବସିଛନ୍ତି । ଏମିତି କିଛି ଘଟଣା ପ୍ରାୟ ସବୁବେଳେ ସବୁ ମୁହୂର୍ତ୍ତରେ ଆମ ଦେଶରେ ଆଉ ରାଜ୍ୟରେ ଘଟୁଛି । ଆଉ ଏହି ଖବର ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଦେଶରେ କିଛି ନା କିଛି ଆଇନ୍ କାନୁନ୍ ଅଛି କିନ୍ତୁ କିଛି ଲୋକମାନେ ଏହାକୁ ପାଳନ କରୁଛନ୍ତି ତ ଆଉ କିଛି ଲୋକ ଏହାକୁ ମାନୁ ନାହାନ୍ତି । ଆଉ ଏମିତି ଅନେକ ପ୍ରକାରର ଘଟଣା ଆପଣ ସବୁବେଳେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ ।
ଏବେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର ହୋଇଛି । ଆପଣ ନିକଟରେ ଶୁଣିଥିବେ ବା ଦେଖିଥିବେ ଯେ ଗଣଶିକ୍ଷା ଓ ବିଦ୍ୟାଳୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍କୁଲ ଭ୍ରମଣ କରିବାକୁ ଯାଉଛନ୍ତି । ଆଉ ସେ କୌଣସି ଟାଇମ୍ ଟେବୁଲ୍ କହୁ ନାହାନ୍ତି ଆଉ ସିଧା ଯାଇ ହଠାତ୍ ସ୍କୁଲରେ ପହଞ୍ଚି ଯାଉଛନ୍ତି । ଆଉ ତାପରେ ସେ ସ୍କୁଲର ପାଠପଢା ଶିକ୍ଷକ ଆଉ ଶିକ୍ଷୟିତ୍ରୀମାନେ ଆସିଛନ୍ତି କି ନାହିଁ ଦେଖୁଛନ୍ତି ଆଉ ତାପରେ ନିଜର ଆକ୍ସନ ଦେଖାଉଛନ୍ତି ବା ଦଣ୍ଡ ଦିଆଯାଉଛି । ମନ୍ତ୍ରୀ ଯେତେବଳେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୋଟିଏ ସ୍କୁଲରେ ପହଞ୍ଚିଥିଲେ ଆଉ ସେଠାରେ ଶିକ୍ଷୟତ୍ରୀ ଆସିନଥିଲେ ।
ସେ ଲେଟରେ ଆସିଥିଲେ । ଆଉ ସେହି ସମ୍ପର୍କରେ ଶିକ୍ଷୟତ୍ରୀ ଜଣକ କହିଛନ୍ତି, ମୁଁ ଭୁବନେଶ୍ଵରରୁ ଆସୁଛି । ଆଉ ଆଜି ମୋର ଗାଡ଼ି ଖରାପ ହେଲା ସେଥିପାଇଁ ଲେଟ୍ ହୋଇଗଲା । ଆଉ ବାଟରେ ମନ୍ତ୍ରୀ ମୋତେ ଦେଖିଥିଲେ ଆଉ ପଚାରିଲେ ଲେଟ୍ କାହିଁକି ହେଲା । ମୁଁ କହିଥିଲି ଗାଡ଼ି ଖରାପ ହୋଇଥିଲା । ଆଉ ମୁଁ ସ୍କୁଲକୁ ୧୫ ମିନିଟ ଲେଟରେ ପହଞ୍ଚିଥିଲି । ନହେଲେ ମୁଁ ସବୁବେଳେ ଆଗୁଆ ପହଞ୍ଚିଥାଏ । ଆଉ ଆଜି ଗାଡ଼ି ଖରାପ ହେଲା ବୋଲି ଲେଟରେ ପହଞ୍ଚିଥିଲି ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।
ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।