ଆପଣମାନେ ସମସ୍ତେ ଓଲିଉଡ ସିନେ ଜଗତର କଳାକାରମାନଙ୍କ ମଧ୍ୟରୁ ଜଣେ ମହାନ୍ ବାରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କୁ ତ ଜାଣିଥିବେ । ସେ ଜଣେ ପ୍ରସିଦ୍ଧବାନ ବ୍ୟକ୍ତି ଅଟନ୍ତି । ତାଙ୍କ ଅଭିନୟ ଦେଖି ସମସ୍ତ ଦର୍ଶକ ଖୁସି ହୋଇଥାନ୍ତି । ତାଙ୍କ ଅଭିନୟ ଏତେ ସୁନ୍ଦର ଯେ ଦର୍ଶକମାନଙ୍କ ମନରେ ତାହା ଏକ ସ୍ବତନ୍ତ୍ର ଜାଗା ତିଆରି କରିଛି । ତାଙ୍କ ଅଭିନୟ ହୃଦୟସ୍ପର୍ଶି ଅଟେ ।
ସେ ଯାତ୍ରା ପାର୍ଟିରେ ମଧ୍ୟ ଥିଲେ ଆଉ ସେ ଅନେକ ନାଟକ ମଧ୍ୟ କରନ୍ତି । ଆଉ ସେ ସେହି ନାଟକରେ ଏତେ ସୁନ୍ଦର ଅଭିନୟ କରନ୍ତି ଯେ ଦର୍ଶକମାନଙ୍କର ଭିଡ ଜମି ଯାଇଥାଏ । ଆଉ ସେ ଜଣେ ବହୁତ ଭଲ ମଣିଷ ଅଟନ୍ତି । ଆଉ ତାଙ୍କୁ ସାରା ଓଡ଼ିଶାବାସୀ ଆଜି ଝୁରୁଛି । ଓଲିଉଡରେ ତାଙ୍କ ସ୍ଥାନ କେହିବି ନେଇପାରିବେ ନାହିଁ । ଅଭିନେତା ରାଇମୋହନ ପରିଡାଙ୍କ ଦେହାନ୍ତ ଓଲିଉଡ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ ।
ଆଉ ଏବେ ଏବେ ଅଭିନେତା ରାଇମୋହନ ପରିଡାଙ୍କ ସ୍ମୃତିରେ ଏକ ଗୀତ ରଚନା କରାଯାଇଛି । ଆଉ ଏହି ଗୀତକୁ ଗାଇଛନ୍ତି ମାନସ କୁମାର । ଏହି ଗୀତଟି ହେଉଛି, ” କାହିଁ ଛାଡି ଗଲ ଆମ ରାଇ ଭାଇ, କଳାକାର କାନ୍ଦେ ଆଜି ତୁମ ପାଇଁ । କଳା ଜଗତରେ ଥିଲ ତୁମେ ପରା ମହାନ, ଆଉ କେହି ମିଳିବେନି ସଚ୍ଚା ରାଇମୋହନ । ଛାଡ଼ିଗଲ ବହୁ ଦୂର ଆମକୁ କନ୍ଦେଇ । ତୁମ ହସ ଭୁଲି ହେଉ ନାହିଁ , ତୁମ କଥା ଭୁଲି ହେଉ ନାହିଁ …. ” । ଏହି ଗୀତଟି ବହୁତ ସୁନ୍ଦର ହୋଇଛି । ଆଉ ଏହି ଗୀତ ଏବେ ବହୁତ ପରିମାଣରେ ଲୋକଙ୍କ ମନକୁ ଛୁଇଁଛି ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।
ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।