Tunguru Bhola ହେଲେ ପୁରା ପପୁଲାର ଆଉ ଭାଇରାଲ, ଏଥର ଖେଳ କରିବ Tunguru Bhola

ସୋସିଆଲ ମିଡିଆରେ ଆପଣମାନେ ସମସ୍ତେ ବହୁଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ଓ ବର୍ଷା ଭୋଳ ଲଭ୍ ଷ୍ଟୋରୀ ଖବର ଶୁଣିଥିବେ । ସାରା ରାଜ୍ୟରେ ଏବେ ଏମାନଙ୍କ ଚର୍ଚ୍ଚା ଚାଲିଛି । ଏହି ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଜଣେ ବିବାହିତା ମହିଳା ତାଙ୍କର ଆଉ ତାଙ୍କ ସ୍ବାମୀଙ୍କର ଇଜ୍ଜତ ମହତ ଭୁଲି ଏଭଳି କିଛି କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ସେ ନିଜ ସ୍ଵାମୀଙ୍କ କଥା ଭୁଲି ଯାଇ ଜଣେ ଯୁବକଙ୍କ ପ୍ରେମରେ ପଡିଛନ୍ତି । ଆଉ ସେ ଜିଦ୍ ଧରି ବସିଛନ୍ତି କି ମୁଁ ସେହି ଯୁବକକୁ ବିବାହ କରିବି ।

ଆଉ ସେ ଏହି ଘଟଣାକୁ ନେଇ ଅଭିଯୋଗ ମଧ୍ୟ କରିଥିଲେ ପୋଲିସ ଷ୍ଟେସନରେ । ଆଉ ଏବେ ଏବେ ଏହି ଘଟଣାରେ ଫେମୋସ ହୋଇଥିବା ଟୁଙ୍ଗୁରୁ ଭୋଳ ଗଣମାଧ୍ୟମରେ କହିଛନ୍ତି କିଛି କଥା । ସେ କହିଛନ୍ତି, ମୁଁ ପୁରା ପପୁଲାର ହୋଇଗଲିଣୀ । ମୁଁ ଯୁଆଡ଼େ ଗଲେ ମୋର ଫଟୋ ଉଠାଉଛନ୍ତି । ଆଉ ମୁଁ ଘରୁ ବାହାରକୁ ଗଲା ମାତ୍ରକେ ମୋର ସେଲ୍ଫି ନେଉଛନ୍ତି । ଆଉ ମୋତେ ସମସ୍ତେ ଅନଉଛନ୍ତି । ଆଉ ମୋ ସାଙ୍ଗମାନେ ମୋ ନାଁରେ ବାହାରିଥିବା ଗୀତ ଗାଉଛନ୍ତି ।

ଆଉ ମୋତେ ପଚାରୁଛନ୍ତି କଣ ଏମିତି କରିଲ ଯେ ସେ ବିବାହିତା ମହିଳା ତୁମ ପାଇଁ ପାଗଳ । ଆଉ ସେ ସବୁ ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରିଛନ୍ତି କି, ଏଭଳି କାହା କଥାରେ ଫସି ଯାଆନ୍ତୁ ନାହିଁ । ଆଉ ଏଭଳି ବିବାହିତା ମହିଳାଙ୍କ କଥାକୁ ବିଶ୍ୱାସ କରନ୍ତୁ ନାହିଁ । ଆଉ ସମସ୍ତଙ୍କୁ ଅନୁରୋଧ କେହି ମୋ ପରି ବିଶ୍ବାସ କରନ୍ତୁ ନାହିଁ । ଆଉ ଏଭଳି ଝିଅ ଆଉ ବିବାହିତା ମହିଳାମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ସେ ପପୁଲାର ହେଇଥିବାରୁ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ଆଗକୁ ଯଦି କଣ ଓଫର ଆସେ ସେ ତାହା କରିବେ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

Leave a Reply

Your email address will not be published.