ଅଭିନେତା Raimohan Paridaଙ୍କ ଆଖି କାଢ଼ିଲା ବେଳର କିଛି ମୁହୂର୍ତ୍ତ କେମିତି ଥିଲା, ଦେଖନ୍ତୁ Video

ଆପଣମାନେ ସମସ୍ତେ ଓଲିଉଡ ସିନେ ଜଗତର କଳାକାରମାନଙ୍କ ମଧ୍ୟରୁ ଜଣେ ମହାନ୍ ବାରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କୁ ତ ଜାଣିଥିବେ । ସେ ଜଣେ ପ୍ରସିଦ୍ଧବାନ ବ୍ୟକ୍ତି ଅଟନ୍ତି । ତାଙ୍କ ଅଭିନୟ ଦେଖି ସମସ୍ତ ଦର୍ଶକ ଖୁସି ହୋଇଥାନ୍ତି । ତାଙ୍କ ଅଭିନୟ ଏତେ ସୁନ୍ଦର ଯେ ଦର୍ଶକମାନଙ୍କ ମନରେ ତାହା ଏକ ସ୍ବତନ୍ତ୍ର ଜାଗା ତିଆରି କରିଛି । ତାଙ୍କ ଅଭିନୟ ହୃଦୟସ୍ପର୍ଶି ଅଟେ । ସେ ଯାତ୍ରା ପାର୍ଟିରେ ମଧ୍ୟ ଥିଲେ ଆଉ ସେ ଅନେକ ନାଟକ ମଧ୍ୟ କରନ୍ତି ।

ଆଉ ସେ ସେହି ନାଟକରେ ଏତେ ସୁନ୍ଦର ଅଭିନୟ କରନ୍ତି ଯେ ଦର୍ଶକମାନଙ୍କର ଭିଡ ଜମି ଯାଇଥାଏ । ଆଉ ସେ ଜଣେ ବହୁତ ଭଲ ମଣିଷ ଅଟନ୍ତି । ଆଉ ତାଙ୍କୁ ସାରା ଓଡ଼ିଶାବାସୀ ଆଜି ଝୁରୁଛି । ଓଲିଉଡରେ ତାଙ୍କ ସ୍ଥାନ କେହିବି ନେଇପାରିବେ ନାହିଁ । ଅଭିନେତା ରାଇମୋହନ ପରିଡାଙ୍କ ଦେହାନ୍ତ ଓଲିଉଡ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ । ଆଉ ସେ ତାଙ୍କ ଆଖି ଦାନ କରିଲେ । ଆଉ ଯେଉଁ ଡାକ୍ତର ତାଙ୍କ ଆଖି କାଢ଼ିଲେ ସେ ଗଣମାଧ୍ୟମ ଆଗରେ ସେହି ମୁହୂର୍ତ୍ତର କିଛି କଥା କହିଛନ୍ତି ।

ସେ କହିଛନ୍ତି, ମୋତେ ବହୁତ କଷ୍ଟ ହେଲା ରାଇମୋହନ ଭାଇଙ୍କର ଆଖି କାଢ଼ିଲା ବେଳକୁ । ଆଉ ମୁଁ ଯାହାର ବି ଆଖି କାଢିଛି ମୋତେ ଏତେ କଷ୍ଟ ହୁଏ ନାହିଁ । ଆଉ ରାଇ ଭାଇଙ୍କ ସହିତ ମୁଁ ସବୁବେଳେ ଦେଖା ହୁଏ । ଆଉ ସେ କଥା ବି ହୁଅନ୍ତି । ସବୁବେଳେ ଭଲ କଥା କୁହନ୍ତି । ଆଉ ସେ ଏହି ବ୍ଲଡ, ଅପରେସନକୁ ବହୁତ ଡରନ୍ତି । ସେ ଜଣେ ବହୁତ ବଡ କଳାକାର ସେ ସବୁବେଳେ ଅମର ରହିବେ । ଆଉ ତାଙ୍କ ଆଖି ସାରା ଦୁନିଆ ଦେଖିବ । ଆଉ ତାଙ୍କ ଆଖି ଭଲ ଜାଗାରେ ଲାଗୁ ବୋଲି ସେ କହିଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

Leave a Reply

Your email address will not be published.