ସାରା ରାଜ୍ୟରେ ବହୁଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ଆଉ ବର୍ଷା ଭୋଳର ପ୍ରେମ କାହାଣୀ ଏବେ ସବୁଆଡ଼େ ଚର୍ଚ୍ଚା ଚାଲିଛି । ଆଉ ଏହି ପ୍ରେମ କାହାଣୀରେ ଦିନକୁ ଦିନ ନୂଆ ମୋଡ଼ ଆସୁଛି । ଆଉ ଏହି ପ୍ରେମ କାହାଣୀ ଜଣେ ବିବାହିତା ମହିଳା ଏବଂ ଜଣେ ଅବିବାହିତ ଯୁବକଙ୍କ ମଧ୍ୟରେ ହୋଇଛି । ଆଉ ସେହି ବିବାହିତା ମହିଳା ଜଣକ ବିବାହ କରିଥିଲେ ଆଉ ତାଙ୍କର ଦୁଇଟି ପୁଅ ଅଛି । ଗୋଟିଏ ପୁଅର ବୟସ ୧୭ ବର୍ଷ ଆଉ ଗୋଟିଏ ପୁଅର ୧୪ ବର୍ଷ । ଆଉ ସେହି ଯୁବକ ଜଣକ ଅଟୋ ଚାଳକ ଅଟନ୍ତି ।
ଆଉ ଏହି ଘଟଣା ଏବେ ସାରା ରାଜ୍ୟରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଏବେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବର୍ଷା ଟୁଙ୍ଗୁରୁ ଭୋଳ ବିଷୟରେ କିଛି କହିଛନ୍ତି । ସେ କହିଛନ୍ତି, ଭାଇ ଭଉଣୀ ବୋଲି ଥାନାରେ କିଛି ଆମର ହେଇନି । ପୋଲିସ ଥାନାରେ ସେମିତି କିଛି ହେଇନି । ମୁଁ ତାଙ୍କର ଗାର୍ଲଫ୍ରେଣ୍ଡ୍ ।ଆଉ ଯଉ ଝିଅ ତାଙ୍କୁ ବାହା ହେବ ଏସବୁ ଦେଖୁଥିବ ତ ସେ ଆଉ ସେ ଦୟାକରି ଟୁଙ୍ଗୁରୁ ଭୋଳକୁ ବାହା ହନା । ସେ ମୋତେ ଭଲ ପାଉଥିଲେ । ଆଉ ସେଥିପାଇଁ ମୁଁ ତାଙ୍କ ଫୋନ ବି ଭାଙ୍ଗିଛି ।
ଆଉ ନୂଆ ଫୋନ ବି କିଣିଛି ତାଙ୍କ ପାଇଁ । ଆଉ ସେ ମୋତେ ପଇସା ମାଗନ୍ତି । ସେ ଅନ୍ୟ ଝିଅକୁ ବିବାହ କରିଲେ ବି ମୋ ସହିତ କଥା ହେବେ । ଆଉ ଟୁଙ୍ଗୁରୁ ଭୋଳକୁ ନେଲେ ଗୀତ କରିବା ପାଇଁ ଆଉ ମୁଁ ବି ଗୀତ କରିବାକୁ ଚାହୁଁଛି ମୋତେ ବି ନିଅ । ସେ ସବୁ ମୋ ନାଁରେ ମିଛ କହୁଛନ୍ତି । ତାଙ୍କୁ ଆମ ଘରକୁ ଆଣିବା ଟା ମିଛ । ଆଉ ସେ କହିଥିଲେ ମୋତେ ସୁନା ଚେନ ଦେବ, ଗାଡ଼ି ଦେବ ଆଉ ମୋବାଇଲ୍ ଦେବ ୫ ଲକ୍ଷ ଟଙ୍କା ଦେବାକୁ ସେ ମୋତେ ଡିମାଣ୍ଡ କରୁଥିଲା । ଆଉ ଯିଏ ଯାହାକୁ ଭଲପାଏ ତାକୁ ଡିମାଣ୍ଡ କରାଯାଏ କି ।
ଆଉ ଯଦି ସେ ମୋତେ ଏହି କଥା କହିଲେ ଆଉ ଯଦି କାହାକୁ ବିବାହ କରିବ ତାହେଲେ ସେ ତାଠୁ ସୁନା ରୂପା ଟଙ୍କା ପଇସା ଆଣି ତାପରେ ସରିଗଲା ପରେ ତାକୁ କେତେ ନିର୍ଯ୍ୟାତନା ଦେବ । ମୋର ଇଜ୍ଜତ ଫେରି ଆସୁ ବୋଲି ବର୍ଷା ଭୋଳ କହିଛନ୍ତି । ମୋତେ ସମ୍ମାନ ଦିଅନ୍ତୁ । ଆଉ ଟୁଙ୍ଗୁରୁ ଭୋଳ ଯଦି ମୋ ନାଁରେ ଗୀତ କରିପାରୁଛି ତାହେଲେ ମୁଁ ବି କରିପାରିବି । ମୋତେ ଡାକିଲେ ମୁଁ ନିଶ୍ଚୟ ଯିବି । ଆଉ ମୋର କେହି ନାହାଁନ୍ତି । ଟୁଙ୍ଗୁରୁ ଭୋଳ ପାଇଁ ମୋ ସ୍ବାମୀ ଛାଡିଦେଲା । ଆଉ ମୋର ପରିବାର କହିଲେ କେବଳ ଟୁଙ୍ଗୁରୁ ଭୋଳ ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।
ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।